ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । କୋଭିଡ ନିୟମ ପାଳନ କରିବା ଓ ସତର୍କ ରହିବାକୁ ମୋଦି ଅନୁରୋଧ କରିଥିଲେ। ତେବେ ଏବେ ମହାମାରୀ ସମସ୍ୟା ସହ ୟୁଟ୍ୟବ ଚାନେଲ ମଧ୍ୟ ପିଏମ ମୋଦି ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।
ୟୁଟ୍ୟୁବ ଭିଡିଓର ‘ଡିସଲାଇକ’ ଚିନ୍ତାରେ ପିଏମ ମୋଦି, ବିଜେପି ହଟାଇଲା ଅପସନ
