ନ୍ୟୁଜ୍ଶିକ୍ଷା

ଅଗଷ୍ଟ ୧୨ରେ ବାହାରିବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ।

ସତ୍ୟଶିଖା ୧୦ .୦୮.୨୦୨୦ :  ଆସନ୍ତା ୧୨ ତାରିଖରେ ବାହାରିବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ୧୨ ତାରିଖ ସାଢେ ୧୨ଟା ବେଳେ ରେଜଲ୍ଟ ବାହାରିବ ।ତେବେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ବଡ କଥା ହେଉଛି ଅଗଷ୍ଟ ୩ୟ ସପ୍ତାହରେ ବାଣିଜ୍ୟ ଏବଂ ମାସ ଶେଷ ସୁଦ୍ଧା କଳା ବିଭାଗର ଫଳ ପ୍ରକାଶ ପାଇବ ।

Show More
Back to top button