ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ପେଟ୍ରୋଲ୍, ଡିଜେଲ୍‌ ଟିକସ କମିବନି: ଧର୍ମେନ୍ଦ୍ର

ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୦୨/୨୦୨୧ : ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଟିକସ ହ୍ରାସ କରିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ କହିଛନ୍ତି । ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୯୪ ଟଙ୍କା ସ୍ତର ଟପିସାରିଲାଣି । ଭୁବନେଶ୍ୱରରେ ୮୭ ଟଙ୍କାରୁ ଅଧିକ ମୂଲ୍ୟରେ ପେଟ୍ରୋଲ୍ ବିକ୍ରି ହେଉଛି । ପେଟ୍ରୋଲ୍‌ର ଖୁଚୁରା ଦାମ୍‌ରେ ଟିକସ ଭାଗ ୬୧ ପ୍ରତିଶତ ଥିବା ବେଳେ ଡିଜେଲ୍‌ରେ ତାହା ୫୬%ରୁ ଅଧିକ ରହିଛି ।

Show More
Back to top button