ଅପରାଧରାଜ୍ୟ

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିସ୍ଫୋରକ ବୟାନ

ସତ୍ୟଶିଖା(ଭୁବନେଶ୍ୱର )୭.୦୯ .୨୦୨୧:  ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିସ୍ଫୋରକ ବୟାନ । ଉପର ମହଲାରୁ DFOଙ୍କୁ ଆଶୀର୍ବାଦ । DFO ସଂଗ୍ରାମ ବେହେରାଙ୍କ ଉପରେ ଉପର ମହଲାରୁ ଆଶୀର୍ବାଦ ଅଛି । ମୁଖ୍ୟମନ୍ତ୍ରୀଙ୍କ  ନିକଟକୁ ଏ ଖବର ଆମେ ପଠାଇଛୁ । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ଗଜପତି ଜିଲ୍ଲା ପୋଲିସ୍ ତଦନ୍ତ କରି ବିଫଳ ହେଲା । କ୍ରାଇମବ୍ରାଞ୍ଚ ଚେର ପାଉନି କହିଲେ କେ. ନାରାୟଣ ରାଓ । ଘଟଣାରେ ରାଜ୍ୟ ସରକାରଙ୍କ ଚାପ ରହିଛି । ଯେଉଁଠି କରପସନ୍ ସେଠି ଗଭର୍ଣ୍ଣମେଣ୍ଟ ସପୋର୍ଟ । DFOଙ୍କ ଅଜାଣତରେ ରକ୍ତଚନ୍ଦନ କାଠ ଚାଲାଣ ହେବା ସମ୍ଭବ ନୁହେଁ ।

Show More
Back to top button