-
ସ୍ୱାସ୍ଥ୍ୟ
କରୋନା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ, ଅବସ୍ଥା ଗୁରୁତର
ସତ୍ୟଶିଖା(ପୁଡୁଚେରୀ) ୧୦ .୦୫.୨୦୨୧: ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।…
ଅଧିକ ଖବର ପଢନ୍ତୁ » -
ଦେଶ
ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ
ସତ୍ୟଶିଖା( ହାଇଦ୍ରାବାଦ ) ୧୦ .୦୫.୨୦୨୧: ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ । ଜୁଲାଇରେ ଶୀର୍ଷ ଖେଳାଳିଙ୍କ ବିନା ସୀମିତ ଓଭର ସିରିଜ ଖେଳିବାକୁ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ଶୀଘ୍ର କରୋନାରୁ ସୁସ୍ଥ ହେବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ସତ୍ୟଶିଖା(ଭୁବନେଶ୍ୱର) ୧୦ .୦୫.୨୦୨୧: କରୋନା ଭୂତାଣୁରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ନିଜର ଜୀବନ ହାରୁଛନ୍ତି। ଏହାସହ ଲକ୍ଷ ଲକ୍ଷ ଲୋକେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଦୁର୍ଘଟଣାରେ ପ୍ରତାପ ଷଡ଼ଙ୍ଗୀ ଆହତ
ସତ୍ୟଶିଖା( ନୀଳଗିରି ) ୧୦.୦୫.୨୦୨୧: ବାଲେଶ୍ୱର ନୀଳଗିରି ପୁଡ଼ାଶୁଳ ଛକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ଗାଡ଼ି ସହ ଏକ ଟ୍ରାକ୍ଟରର ମୁହାଁମୁହିଁ…
ଅଧିକ ଖବର ପଢନ୍ତୁ » -
ଦେଶ
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
ସତ୍ୟଶିଖା(ଗୌହାଟୀ) ୧୦.୦୫.୨୦୨୧: ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର…
ଅଧିକ ଖବର ପଢନ୍ତୁ » -
ରାଜନୀତି
ଶପଥ ନେଲେ ମମତା କ୍ୟାବିନେଟର ୪୩ ମନ୍ତ୍ରୀ
ସତ୍ୟଶିଖା(ପଶ୍ଚିମବଙ୍ଗ) ୧୦.୦୫.୨୦୨୧: କୋଲକାତାର ରାଜ ଭବନରେ ଅନୁଷ୍ଠିତ ହୋଇଛି ମମତା କ୍ୟାବିନେଟର ଶପଥ ଗ୍ରହଣ ସମାରୋହ । ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ୪୩ ମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଆକ୍ରମଣରେ ସେବାୟତ ଆହତ
ସତ୍ୟଶିଖା( ପୁରୀ) ୧୦ .୦୫.୨୦୨୧: ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଭାବନୀୟ ଘଟଣା । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଥିବା ଜଣାପଡିଛି ।…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
କାଶରୁ ଜାଣନ୍ତୁ କରୋନାର ଲକ୍ଷଣ
ସତ୍ୟଶିଖା(ଭୁବନେଶ୍ୱର) ୧୦ .୦୫.୨୦୨୧: ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ଭୟର ବାତାବରଣ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କରୋନା ଠାରୁ ନିଜକୁ ଦୂରରେ ରଖିବା ପାଇଁ…
ଅଧିକ ଖବର ପଢନ୍ତୁ » -
ରାଜନୀତି
ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା(ଗୌହାଟୀ) ୧୦.୦୫.୨୦୨୧: ହିମନ୍ତ ବିଶ୍ୱଶର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ବିଧାୟକ ଦଳ ବୈଠକରେ ଆଜି ତାଙ୍କୁ ନେତା ଭାବେ ଚୟନ କରାଯାଇଛି।…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
କରୋନା ଭାଇରସକୁ ନେଇ ସାଂଘାତିକ ତଥ୍ୟ : ୨୦୧୫ରେ ଏହି ଭାଇସରକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକଙ୍କ ମଧ୍ୟରେ ହୋଇଥିଲା ଆଲୋଚନା
ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୫.୨୦୨୧: ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର…
ଅଧିକ ଖବର ପଢନ୍ତୁ »









