-
ଅପରାଧ
ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ତାରିଖ ପୁଣି ଘୁଞ୍ଚିଲା
ସତ୍ୟଶିଖା (କଣ୍ଟାବାଞ୍ଜି) ୧୫.୧୨.୨୦୨୧: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁ ଚର୍ଚ୍ଚିତ ମମିତା ହତ୍ୟାରେ ଗିରଫ ହୋଇ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଥିବା ଗୋବିନ୍ଦ ସାହୁଙ୍କ ଜାମିନ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଆଜିଠୁ ୩ ମାସ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ଆଜିଠୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍କୁ ଉଦଘାଟନ କରିଛନ୍ତି । କୋଣାର୍କ-ପୁରୀ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କମିଶନରେଟ୍ ଅଞ୍ଚଳରେ ୩ଟି ନୂଆ ଥାନାକୁ ମିଳିଲା ମଞ୍ଜୁରୀ, ଟୁଇନ୍ ସିଟି ପାଇଁ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କହିପାରୁଛି ରାଜଧାନୀ ନାଁ, ଚିହ୍ନିପାରୁଛି ଜାତୀୟ ଫୁଲ ଓ ପଶୁ, ଏମିତି ବହୁତ କିଛି…
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ବୟସ ମାତ୍ର ୧୯ ମାସ। କିନ୍ତୁ ଆପଣ ଯାହା ପଚାରିବେ ସେ ଚଟାପଟ୍ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ। ମଣିଷ ଶରୀରର ୧୭ଟି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଇପିଏସ୍ ସୁନୀଲ କୁମାର ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ଡିଜିପି
ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ଭାରତରେ ଜାନୁଆରୀ-ଫେବୃଆରୀରେ ବ୍ୟାପିପାରେ ଓମିକ୍ରନ୍ ସଂକ୍ରମଣ, ହେଲେ କମ୍ ରହିବ ପ୍ରଭାବ
ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୧: ଭାରତରେ ଆସନ୍ତା ଜାନୁଆରୀ ଓ ଫେବୃଆରୀରେ ଓମିକ୍ରନ ସକ୍ରମଣ ବ୍ୟାପିଯାଇପାରେ । ଏଭଳି ଆଶଙ୍କା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ରାଜ୍ୟରେ ବଢିବ ଶୀତ, ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ
ସତ୍ୟଶିଖା(ଭୁବନେଶ୍ୱର) ୧୫.୧୨.୨୦୨୧: ରାଜ୍ୟରେ ୧୫ ତାରିଖ ପରଠାରୁ ବଢିବ ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଝିଅର ବିବାହରେ ଅଚାନକ ସିଆରପିଏଫ୍ ଟିମ୍ର ଉପସ୍ଥିତି ଦେଖି ଭାବୁକ ହୋଇଗଲେ ସହିଦ ପରିବାର
ସତ୍ୟଶିଖା(ନୂଆଦିଲ୍ଲୀ) ୧୫.୧୨.୨୦୨୧: ଦକ୍ଷିଣ କଶ୍ମୀରର ଅତି ସମ୍ବେଦନଶୀଳ ଓ ଆତଙ୍କଗ୍ରସ୍ତ ଅଞ୍ଚଳ ପୁଲୱାମାର ଲେଥପୁରା ଅଞ୍ଚଳରେ ଥିବା ୧୧୦ ବାଟାଲିୟନ ସିଆରପିଏଫରେ ମୁତୟନ ସମୟରେ ସିପାହୀ ଶୈଳେନ୍ଦ୍ର…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
ସତ୍ୟଶିଖା(ଭୁବନେଶ୍ୱର) ୧୫.୧୨.୨୦୨୧: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଏ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ
ସତ୍ୟଶିଖା(ଭୁବନେଶ୍ୱର) ୧୫.୧୨.୨୦୨୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବାକୁ…
ଅଧିକ ଖବର ପଢନ୍ତୁ »









