-
ନ୍ୟୁଜ୍
ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର
ସତ୍ୟଶିଖା(ସମ୍ବଲପୁର )୧୦.୦୨.୨୦୨୨ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ…
ଅଧିକ ଖବର ପଢନ୍ତୁ » -
ଧର୍ମ
ଗୃହରେ ତଳେ ରଖନ୍ତୁନି ଦେବାଦେବୀଙ୍କ ଫଟୋ, ହୋଇପାରନ୍ତି କୋପର ଶିକାର
ସତ୍ୟଶିଖା(ଭୁବନେଶ୍ୱର )୧୦.୦୨.୨୦୨୨ : ସବୁ ଧର୍ମାବଲମ୍ବୀ ନିଜ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ଉପାୟରେ ପୂଜା କରିଥାନ୍ତି। ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ ପାଳନ କରିଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀ…
ଅଧିକ ଖବର ପଢନ୍ତୁ » -
ବାସ୍ତୁଶାସ୍ତ୍ର
ଗୁରୁବାର ରାଶିଫଳ: କେମିତି କଟିବ ଆଜିର ଦିନ
ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ସତ୍ୟଶିଖା(ଭୁବନେଶ୍ୱର )୧୦.୦୨.୨୦୨୨ : ବୃଷ: ଶୁଭ ସମାଚାର…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ରକ୍ତର ଅଭାବ ଦୂର କରେ ତେନ୍ତୁଳି
ସତ୍ୟଶିଖା(ଭୁବନେଶ୍ୱର )୦୯.୦୨.୨୦୨୨ : ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ ହେବା ସହ ଖୁବ ଉପକାର ମଧ୍ୟ…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
୧୪ରୁ ଖୋଲିବ ପ୍ଲେ ସ୍କୁଲ
ସତ୍ୟଶିଖା(ଭୁବନେଶ୍ୱର )୦୯.୦୨.୨୦୨୨ : ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦିଆଯାଇଛି। ଫେବୃଆରୀ ୧୪ ତାରିଖରୁ ପ୍ଲେ ସ୍କୁଲ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା
ସତ୍ୟଶିଖା(ଭୁବନେଶ୍ୱର )୦୯.୦୨.୨୦୨୨ : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆସନ୍ତା ୨୩ ଓ ୨୪ରେ ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମଘଟ
ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ପୁଣି ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମିଘଟ । ଯାହାକି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଦେଶର…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
୧୪ରୁ ଆମରଣ ଅନଶନ କରିବେ ଆନ୍ନା ହଜାରେ
ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ମହାରାଷ୍ଟ୍ରରେ ରାଜ୍ୟ ସରକାର ସୁପର ମାର୍କେଟ ରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନେକ ଲୋକ ଏହି ନିଷ୍ପତ୍ତିକୁ ସମାଲୋଚନା…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଓଡ଼ିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା
ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ୬ ଜଣ ନୂତନ ବିଚାରପତିଙ୍କ ପଦବୀ ଅନୁମୋଦନ ହୋଇଥିବାରୁ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି। ଖବର ମୁତାବକ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଦେଶରେ ବଢୁଛି ପୋଲିସ ଏନକାଉଣ୍ଟର, ୫ ବର୍ଷରେ ପ୍ରାଣ ହରାଇଛନ୍ତି ୬୫୫ ଜଣ
ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ଦେଶରେ ବଢିବାରେ ଲାଗିଛି ପୋଲିସ ଏନକାଉଣ୍ଟର । ଗତ ୫ ବର୍ଷରେ ପୋଲିସ ଏନକାଉଣ୍ଟରରେ ୬୫୫ ଜଣ ପ୍ରାଣ ହରାଇଛନ୍ତି । ଛତିଶଗଡରେ…
ଅଧିକ ଖବର ପଢନ୍ତୁ »









