-
ନ୍ୟୁଜ୍
୧୬ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା
ସତ୍ୟଶିଖା( ଭୁବନେଶ୍ୱର )୧୪.୦୨.୨୦୨୨ : ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୧୬ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
ସତ୍ୟଶିଖା( ରାଉରକେଲା )୧୪.୦୨.୨୦୨୨ : ଆସନ୍ତା ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି। ସୁନ୍ଦରଗଡ଼…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟ
ଦେଶରେ ଆଉ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ
ସତ୍ୟଶିଖା( ନୂଆଦିଲ୍ଲୀ )୧୪.୦୨.୨୦୨୨ : ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ୪୦ ହଜାର ତଳେ କରୋନା ଦୈନିକ ମାମଲା ରହିଛି । ଗୋଟିଏ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଶପଥ ନେବେ ୩ ନୂଆ ବିଚାରପତି
ସତ୍ୟଶିଖା( କଟକ)୧୪.୦୨.୨୦୨୨ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତିନି ଜଣ ନୂଆ ବିଚାରପତି ଆସନ୍ତାକାଲି ଶପଥ ନେବେ ା ବରିଷ୍ଠ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
ଏଥର +୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ
ସତ୍ୟଶିଖା( ଭୁବନେଶ୍ୱର)୧୪.୦୨.୨୦୨୨ : ରାଜ୍ୟରେ ଚଳିତ ମାସ ୭ରୁ ଅଷ୍ଟମରୁ ଦ୍ୱାଦଶ(+୨) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ଏଥର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
୭ ବର୍ଷ ପରେ ଆଇପିଏଲ୍ ଖେଳିବେ ଆଉ ଜଣେ ଓଡ଼ିଆ
ସତ୍ୟଶିଖା( କଟକ)୧୪.୦୨.୨୦୨୨ : ଦୀର୍ଘ ୭ ବର୍ଷ ପରେ ଆଉ ଜଣେ ଓଡ଼ିଆ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବାକୁ ଯାଉଛନ୍ତି। ଶନିବାର ଆଇପିଏଲ୍ ନିଲାମରେ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ରାଜ୍ୟରେ ଆଉ ୨୦ ସଂକ୍ରମିତ ମୃତ
ସତ୍ୟଶିଖା( ଭୁବନେଶ୍ୱର)୧୪.୦୨.୨୦୨୨ : ରାଜ୍ୟରେ କରୋନା ସଂକ୍ରମଣ ସହ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଗତ କିଛି ଦିନ ତଳେ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଦିନକ ପରେ ଯୋରନ୍ଦା ମାଘମେଳା,ନୀତିକାନ୍ତି ପାଇଁ ସଜାଇ ହେବାରେ ଲାଗିଛି ମହିମାଗାଦି
ସତ୍ୟଶିଖା( ଢେଙ୍କାନାଳ ସଦର)୧୪.୦୨.୨୦୨୨ : ମାଘ ଶୁକ୍ଲ ଚତୁର୍ଦ୍ଦଶୀରୁ ଯୋରନ୍ଦା ମେଳା ଆରମ୍ଭ ହେବ। ନୀତିକାନ୍ତି ପାଇଁ ମହିମାଗାଦି ସଜାଇ ହେବାରେ ଲାଗିଛି। ମେଳା ପାଇଁ ପ୍ରସ୍ତୁତି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଓଡ଼ିଶା ମୋସନ୍ ପିକ୍ଚର୍ ପୁରସ୍କାର
ସତ୍ୟଶିଖା( ଭୁବନେଶ୍ୱର)୧୪.୦୨.୨୦୨୨ : ଓଡ଼ିଶା ମୋସନ୍ ପିକ୍ଚର୍ ପୁରସ୍କାର କାର୍ଯ୍ୟକ୍ରମ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ବର୍ଷକରେ ମଲେଣି ୧୧୪ ହାତୀ, ୯୭ ମନୁଷ୍ୟ
ସତ୍ୟଶିଖା( ଭୁବନେଶ୍ୱର)୧୪.୦୨.୨୦୨୨ : ରାଜ୍ୟରେ ଗଜରାଜ ଏେବ ବିପଦରେ। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ େହବା ଫଳରେ ହାତୀ-ମଣିଷ ଲଢେଇ ବଢିବାରେ…
ଅଧିକ ଖବର ପଢନ୍ତୁ »









