-
ନ୍ୟୁଜ୍
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ଶୁଣାଣି ଅପ୍ରେଲ ୫ରେ ହେବ । ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍…
ଅଧିକ ଖବର ପଢନ୍ତୁ » -
ଶିକ୍ଷା
ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି
ସତ୍ୟଶିଖା (କଟକ) ୨୨/୦୧/୨୦୨୧ : ଆଜି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ସଞ୍ଜୟ ନାୟକଙ୍କୁ ନିଯୁକ୍ତି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ !
ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୦୧/୨୦୨୧ : ଉତ୍ତର ପ୍ରଦେଶର ନୋଏଡାରେ ଶୁକ୍ରବାର ବୋମା ପଡିଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ସେକ୍ଟର ୬୩ ସ୍ଥିତ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ସ୍ପିଡ୍ ବାଇକ୍ ପ୍ରେମରେ ଯୁବପିଢ଼ି, ମାଇଲେଜ୍ ନୁହେଁ, ଷ୍ଟାଇଲ୍ ଖୋଜୁଛନ୍ତି
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କାହା ବାଇକ୍ରୁ ଢୋ ଢୋ… ସାଉଣ୍ଡ୍ ବାହାରୁଛି ତ ଆଉ କାହାର ଘୁଁ ଘୁଁ …। ତା’ ସାଙ୍ଗକୁ ଗାଡ଼ିର ପଛ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ
ସତ୍ୟଶିଖା ୨୨/୦୧/୨୦୨୧ : ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ । ବାଜା ବଜାଇ ବର ଆସିଲା । ବନ୍ଧୁବାନ୍ଧବ ଓ ସାହିପଡୋଶୀ ଆସି ଥିଲେ ବରଯାତ୍ରୀରେ ।…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କଲା ଓସିଏ
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ । ଉକ୍ତ ୬ ଖେଳଳୀ…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ
ସତ୍ୟଶିଖା ୨୨/୦୧/୨୦୨୧ : କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମରିଗେତା ଜଙ୍ଗଲର ଏକ ପାହାଡ଼ ଖୋଲରୁ ଏହି…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟିତ: ଓଡ଼ିଆ କାରିଗରିର ତୁଳନା ନାହିଁ
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କଳା ଓ ସଂସ୍କୃତିର ଭୂମି ଓଡ଼ିଶା । କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରୁଥିବା ଓଡ଼ିଆ କାରିଗରଙ୍କ ଦକ୍ଷତାର କୌଣସି ତୁଳନା…
ଅଧିକ ଖବର ପଢନ୍ତୁ » -
ନ୍ୟୁଜ୍
ଆଜି ଠାରୁ ରାଜଧାନୀରେ ଆରମ୍ଭ ହେବ ପରେଡ଼ ଅଭ୍ୟାସ
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଆରମ୍ଭ ହେବ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ…
ଅଧିକ ଖବର ପଢନ୍ତୁ »









