ସତ୍ୟଶିଖା (ଲଣ୍ଡନ) ୦୮.୧୦.୨୦୨୦ : କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଦିନକୁ ଦିନ ଘାତକ ରୂପ ନେଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସମସ୍ତଙ୍କ ମନରେ କରୋନା ଭୟ ବସା ବାନ୍ଧିଥିବା ବେଳେ ଏହି ଭୂତାଣୁକୁ ନେଇ ନୂଆ ନୂଆ ତଥ୍ୟ ଆଶଙ୍କା ବଢ଼ାଉଛି । ବିଶ୍ୱ ସ୍ୱାସ୍ଥ ସଂଗଠନ (WHO), ୟୁନିସେଫ୍ ସମେତ ଅନ୍ୟ ସହଯୋଗୀ ସଂସ୍ଥା କରୋନା ଭାଇରସ୍କୁ ନେଇ ଦେଇଥିବା ନୂଆ ତଥ୍ୟ ଚିନ୍ତା ବଢ଼ାଇଛି ।
ବେକାବୁ କରୋନା, ପ୍ରତି ୧୬ ସେକେଣ୍ଡରେ ଜନ୍ମ ନେବ ଜଣେ ମୃତ ଶିଶୁ: ଚେତାଇ ଦେଲା WHO l
