ପର୍ଯ୍ୟଟନ
-
ବିନା ଭକ୍ତରେ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ
ସତ୍ୟଶିଖା(ପୁରୀ )୨୭.୦୨.୨୦୨୧:କୋଣାର୍କ ଚନ୍ଦ୍ରଭାଗାରେ ମାଘସପ୍ତମୀ ମେଳା କୋଭିଡ କଟକଣାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ବିଶ୍ୱ ପ୍ରସିଦ୍ଧ ଏହି ମେଳାକୁ ବିନା ଭକ୍ତରେ ଅନୁଷ୍ଠିତ କରାଯାଇଛି।…
ଅଧିକ ଖବର ପଢନ୍ତୁ » -
ଥରେ ବୁଲି ଆସନ୍ତୁ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ
ସତ୍ୟଶିଖା ୧୫/୦୨/୧୦୨୧ : ଉତ୍ତରାଖଣ୍ଡରେ ଥିବା ନୈନା ହ୍ରଦର ଉତ୍ତର ଦିଗ କୂଳରେ ଥିବା ନୈନା ଦେବୀଙ୍କ ମନ୍ଦିର ଭକ୍ତମାନଙ୍କ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ର ।…
ଅଧିକ ଖବର ପଢନ୍ତୁ » -
ଆନ୍ଧ୍ରପ୍ରଦେଶର ସ୍ୱର୍ଗ ହୋରର୍ସଲେ ହିଲ
ସତ୍ୟଶିଖା ୧୧/୦୨/୨୦୨୧ : ଖରାଦିନରେ ଅଧିକାଂଶ ଲୋକେ ଘରେ ଆରାମରେ ଏସି ଓ କୁଲର ପାଖରେ ରହିବାକୁ ପସନ୍ଦ କରିଥାଆନ୍ତି । ମାତ୍ର ଭ୍ରମଣ ପାଇଁ ଇଚ୍ଛା…
ଅଧିକ ଖବର ପଢନ୍ତୁ » -
ଭିତରକନିକାରେ ଏକକାଳୀନ ଦେଖିବାକୁ ମିଳିଲା ୩ ଶହ ଡଲଫିନ
ସତ୍ୟଶିଖା ୧୧/୦୨/୨୦୨୧ : ଭିତରକନିକାରେ ଦେଖିବାକୁ ମିଳିଛି ୫ପ୍ରକାରର ଡ଼ଲଫିନ୍ । ଭିତରକନିକା ଓ ରାଜନଗର ଅଂଚଳରେ ପ୍ରବାହିତ ନଦୀ ଓ ବଙ୍ଗୋପସାଗରରେ ଏହି ୫ ପ୍ରଜାତିର…
ଅଧିକ ଖବର ପଢନ୍ତୁ » -
ଆଜିଠୁ ସବୁଦିନ ଖୋଲା ଶ୍ରୀମନ୍ଦିର
ସତ୍ୟଶିଖା ୧୧/୦୨/୨୦୨୧ : ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମସ୍ତ ବ୍ୟବଧାନ ଦୂର ହୋଇଛି । ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ…
ଅଧିକ ଖବର ପଢନ୍ତୁ » -
ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ଼
ସତ୍ୟଶିଖା ୧୦/୦୨/୨୦୨୧ : ଭାରତରେ ଅନେକ ଧାର୍ମିକ ସ୍ଥଳ ରହିଛି, ଯାହା ଯେକୌଣସି କାରଣରୁ ହେଉ ନା କାହିଁକି ପ୍ରସିଦ୍ଧତା ଲାଭ କରିଛି । ଭାରତ ବର୍ଷରେ…
ଅଧିକ ଖବର ପଢନ୍ତୁ » -
ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ
ସତ୍ୟଶିଖା ୦୬/୦୨/୨୦୨୧ : ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି । କେଉଁମାନଙ୍କୁ ଶାନ୍ତ ତ…
ଅଧିକ ଖବର ପଢନ୍ତୁ » -
ଏଥର ହେବ ନାହିଁ ଖଣ୍ଡଗିରି ମେଳା
ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ଚଳିତ ବର୍ଷ ହେବ ନାହିଁ ଖଣ୍ଡଗିରି ମାଘ ମେଳା। ଏ ନେଇ ମେଳା କମିଟିର ସଦସ୍ୟମାନେ ବିଏମ୍ସି କମିଶନରଙ୍କ ନିକଟରେ ବିସ୍ତୃତ…
ଅଧିକ ଖବର ପଢନ୍ତୁ » -
୨ରୁ ଖୋଲିବ ପ୍ଲାନେଟାରିୟମ୍
ସତ୍ୟଶିଖା (ଭୁବନେଶ୍ୱର) ୩୦/୦୧/୨୦୨୧ : ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର । ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ।…
ଅଧିକ ଖବର ପଢନ୍ତୁ » -
ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର
ସତ୍ୟଶିଖା ୩୦/୦୧/୨୦୨୧ : ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ…
ଅଧିକ ଖବର ପଢନ୍ତୁ »