ଧର୍ମ
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ l
ସତ୍ୟଶିଖା : ୧୨/୦୨/୨୦୨୫ : ବୁଧବାର କୁମ୍ଭ ସଂକ୍ରାନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ । ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ…
ଅଧିକ ଖବର ପଢନ୍ତୁ » -
ଉତ୍ସବମୁଖର ଶ୍ରୀକ୍ଷେତ୍ର; ସୁନାବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି
ସତ୍ୟଶିଖା(ଭୁବନେଶ୍ୱର) ୨୭.୧୧.୨୦୨୩ : ଆଜି କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ (ସୁନାବେଶ)। ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି…
ଅଧିକ ଖବର ପଢନ୍ତୁ » -
ଆଜି ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୩ : ଶେଷରେ ତୁଟିଲା ବିବାଦ । କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ଧବଳେଶ୍ବର ମନ୍ଦିରର ସେବାୟତଙ୍କ ସହ ବିବାଦ…
ଅଧିକ ଖବର ପଢନ୍ତୁ » -
ଆଜି ଶ୍ରୀଜିଉଙ୍କ ବାଙ୍କଚୂଡ଼ ବେଶ
ସତ୍ୟଶିଖା(ଭୁବନେଶ୍ୱର) ୨୪.୧୧.୨୦୨୩ : ଆଜି ପଞ୍ଚୁକର ଦ୍ୱିତୀୟ ଦିନ। ଭକ୍ତଙ୍କୁ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼…
ଅଧିକ ଖବର ପଢନ୍ତୁ » -
ଆଜି ଅଷ୍ଟମୀ ପୂଜା
ସତ୍ୟଶିଖା (ଭୁବନେଶ୍ୱର ) ୨୨.୧୦.୨୦୨୩ : ଧରାବରଣ କରିଛନ୍ତି ମାଆ ଦୁର୍ଗା । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ । ପୀଠରେ ଆଜି…
ଅଧିକ ଖବର ପଢନ୍ତୁ » -
ଆଜି ନୂଆଖାଇ, ମା’ଙ୍କ ପାଖରେ ନବାହ୍ନ ଲାଗି ହେବ
ସତ୍ୟଶିଖା (ଭୁବନେଶ୍ୱର ) ୨୦.୦୯.୨୦୨୩ : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ…
ଅଧିକ ଖବର ପଢନ୍ତୁ » -
ଆଜି ଗଣେଶ ପୂଜା,ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ
ସତ୍ୟଶିଖା (ଭୁବନେଶ୍ୱର ) ୧୯.୦୯.୨୦୨୩ : ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ…
ଅଧିକ ଖବର ପଢନ୍ତୁ » -
ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି କି ? ମଙ୍ଗଳବାର ଦିନ ଆପଣାନ୍ତୁ ଏହି ଉପାୟ
ମଙ୍ଗଳବାର ହେଉଛି ବଜରଙ୍ଗବାଲୀ ହନୁମାନଙ୍କ ଦିନ।ଶାସ୍ତ୍ର ଅନୁସାରେ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଭଗବାନ ହନୁମାନଙ୍କୁ ପୂଜା…
ଅଧିକ ଖବର ପଢନ୍ତୁ » -
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢଣୀ ଷଷ୍ଠୀ ନୀତି
ସତ୍ୟଶିଖା(ପୁରୀ:)୨୯.୧୧.୨୦୨୨: ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା…
ଅଧିକ ଖବର ପଢନ୍ତୁ » -
ଶ୍ରୀ ମନ୍ଦିରରେ ଆରମ୍ଭ ହେଲା ଦେବ ଦୀପାବଳି
ସତ୍ୟଶିଖା(ପୁରୀ )୨୨.୧୧.୨୦୨୨: ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ ହୋଇସାରିଛି । ଏହି ନୀତି ମନ୍ଦିରରେ ୩ଦିନ ଧରି ଚାଲିଥାଏ । ତେବେ ଦେବ ଦିପାବଳୀର…
ଅଧିକ ଖବର ପଢନ୍ତୁ »









