ଧର୍ମ
-
୧୫ରୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ
ସତ୍ୟଶିଖା( ବ୍ରହ୍ମଗିରି )୦୩.୦୬. ୨୦୨୨ : ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ଗତ ଦୁଇ ବର୍ଷ କୋଭିଡ୍…
ଅଧିକ ଖବର ପଢନ୍ତୁ » -
କାଲି ଶୀତଳଷଷ୍ଠୀ ଯାତ୍ରା, ମା’ ପାର୍ବତୀଙ୍କ ହାତ ଧରିବେ ମହାଦେବ
ସତ୍ୟଶିଖା( ସମ୍ବଲପୁର )୦୩.୦୬. ୨୦୨୨ : ଆସନ୍ତାକାଲି ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଦେବ ଦମ୍ପତ୍ତିଙ୍କ ବିବାହତ୍ସୋବ ପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର…
ଅଧିକ ଖବର ପଢନ୍ତୁ » -
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି
ସତ୍ୟଶିଖା( ଭୁବନେଶ୍ୱର )୩୧.୦୫.୨୦୨୨ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାର୍ଶ୍ବ ୧୦୦ ମିଟର ପରିଧି ନିଷିଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ…
ଅଧିକ ଖବର ପଢନ୍ତୁ » -
ଚଳଚଞ୍ଚଳ ସମ୍ବଲପୁର ସହର; ଆଜି ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ
ସତ୍ୟଶିଖା( ସମ୍ବଲପୁର )୩୧.୦୫.୨୦୨୨ : ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ହେଲେ ତା’ପୂର୍ବରୁ ଆଜି ନନ୍ଦପଡାର ବମ୍…
ଅଧିକ ଖବର ପଢନ୍ତୁ » -
ଆଜି ସାବିତ୍ରୀ ବ୍ରତ
ସତ୍ୟଶିଖା( ଭୁବନେଶ୍ୱର )୩୦.୦୫.୨୦୨୨ : ଦେବୀ ସାବିତ୍ରୀଙ୍କୁ ଓଡ଼ିଶାର ପୁରପଲ୍ଲୀରେ ଉପାସନା କରାଯାଏ। ସେ ସଧବା ନାରୀଙ୍କ ଆଦର୍ଶ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା…
ଅଧିକ ଖବର ପଢନ୍ତୁ » -
୧୪ରେ ଦେବସ୍ନାନ ପୂର୍ଣ୍ଣିମା; ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ ଭକ୍ତ
ସତ୍ୟଶିଖା(ପୁରୀ )୨୬.୦୫.୨୦୨୨ : ଜୁନ୍ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ ଭକ୍ତ…
ଅଧିକ ଖବର ପଢନ୍ତୁ » -
ଲଡୁବାବାଙ୍କ ପୀଠରେ ଅଘଟଣ: ଚାପ ଖେଳବେଳେ ପୋଖରୀରେ ବୁଡିଲା ଡ଼ଙ୍ଗା
ସତ୍ୟଶିଖା(ନୟାଗଡ଼ )୨୪.୦୫.୨୦୨୨ : ଲଡୁବାବାଙ୍କ ପୀଠରେ ଅଘଟଣ । ଚାପ ଖେଳୁଥିବାବେଳେ ବୁଡ଼ିଗଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ । ନୟାଗଡ଼ ଜିଲ୍ଲା ପ୍ରସିଦ୍ଧ…
ଅଧିକ ଖବର ପଢନ୍ତୁ » -
ଭକ୍ତଙ୍କ ଭିଡ ଭିତରେ ହେବ ସ୍ନାନଯାତ୍ରା, ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ
ସତ୍ୟଶିଖା (ପୁରୀ) ୧୯.୦୫.୨୦୨୨: ଦୀର୍ଘ ଦୁଇ ବର୍ଷ ପରେ ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।…
ଅଧିକ ଖବର ପଢନ୍ତୁ » -
ମା’ ତାରାତାରିଣୀଙ୍କ ପିଠରେ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା(ବ୍ରହ୍ମପୁର )୧୮.୦୫.୨୦୨୨ : ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉସôବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରନôଗିରି ପର୍ବତ । ଉସôବମୁଖର…
ଅଧିକ ଖବର ପଢନ୍ତୁ » -
ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ
ସତ୍ୟଶିଖା(ପୁରୀ )୧୨.୦୫.୨୦୨୨ : ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ପ୍ର୍ରଶ୍ନ ଉଠାଇଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ସରକାର ତୁରନ୍ତ ଖନନ କାର୍ଯ୍ୟ ବନ୍ଦ କରନ୍ତୁ ବୋଲି…
ଅଧିକ ଖବର ପଢନ୍ତୁ »









