ସତ୍ୟଶିଖା (ଭୁବନେଶ୍ୱର) ୦୩/୧୨/୨୦୨୦ : ଓଡ଼ିଆ ଝିଅ ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ’ ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଜଟଣୀ ପୌରପରିଷଦ ଅଧୀନସ୍ଥ ଓ୍ବାର୍ଡ ନଂ ୮ ଗୋପବନ୍ଧୁ ନଗରର ବିଭୂତି ମହାପାତ୍ର ଓ ମା’ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନ୍ୟା ପ୍ରିୟଙ୍କା ଏହି କୃତିତ୍ବ ହାସଲ ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି ।
ଓଡ଼ିଆ ଝିଅ ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ
