ସତ୍ୟଶିକ୍ଷା (ଉଦୟପୁର) ୨୪.୦୯.୨୦୨୦ : କରୋନା ମହାମାରୀ ସମୟରେ ଅର୍ଗାନିକ ଫଳ ଓ ପାନିପରିବାର ଚାହିଦା ବହୁତ ବୃଦ୍ଧି ପାଇଛି । ଲୋକଙ୍କ ଚାହିଦା ଦେଖି ଅର୍ଗାନିକ ଅଣ୍ଡା ମଧ୍ୟ ବଜାରକୁ ଆସିଛି । ସଂକ୍ରମଣ କାଳରେ ଲୋକେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣ କରି ରୋଗରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ଉଦୟପୁରର ସଞ୍ଜୟ କୁମାରଙ୍କ ସୌଖିନ ଅନ୍ଦାଜ ସହରବାସୀଙ୍କୁ ଅର୍ଗାନିକ ଅଣ୍ଡା ଉପଲବ୍ଧ କରାଇଛି ।
ଅର୍ଗାନିକ୍ ପରିବା ପରେ ବଢ଼ିଲା ଅର୍ଗାନିକ୍ ଅଣ୍ଡାର ଚାହିଦା l
