ନ୍ୟୁଜ୍ରାଜ୍ୟ

ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ବିରୋଧ

ସତ୍ୟଶିଖା ( କଟକ )୧୨/୧୦ /୨୦୨୧: ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବିରୋଧରେ ମାମଲା । ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି ।  ରାଜ୍ୟ ସରକାର ବେଳେଭୂମିରେ ୨୦ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ଵର,ପୁରୀ, ଗଞ୍ଜାମ ଓ ଜଗତସିଂପୁରରେ ଥିବା ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ହୋଇଛି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଭାରତୀୟ ବିକାଶ ପରିଷଦ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।

Show More
Back to top button