ସତ୍ୟଶିଖା (ନୂଆଦିଲ୍ଲୀ) ୧୪/୧୦/୨୦୨୦ : ପୂରା ଦେଶ ଏବେ ସୁଦ୍ଧା କରୋନା ସଙ୍କଟକୁ ସାମ୍ନା କରୁଛି । ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାର ସମୟ ସହିତ ସବୁ କିଛି ଧୀରେ ଧୀରେ ଠିକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବା ନିଶ୍ଚିତ ହୋଇଛି । ତେବେ ହଲ ଖୋଲିଲେ ବଢ଼ିବ କି ଟିକେଟ୍ ମୂଲ୍ୟ? ଏ ନେଇ ମଧ୍ୟ ଦର୍ଶକଙ୍କ ଭିତରେ କଳ୍ପନା ଜଳ୍ପନା ଲାଗି ରହିଛି ।
ସିନେମା ହଲ ଖୋଲିଲେ ବଢ଼ିଯିବ କି ଟିକେଟ୍ ମୂଲ୍ୟ
