ନ୍ୟୁଜ୍ରାଜ୍ୟ

କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ

କ୍ୟାବି‌ନେଟ୍ ମନ୍ତ୍ରୀ
ମନ୍ତ୍ରୀ  ବିଭାଗ
ଜଗନ୍ନାଥ ସାରକା – ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ଆଇନ
ନିରଞ୍ଜନ ପୂଜାରୀ – ଅର୍ଥ, ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ବାଇଁ – କୃଷି ଏବଂ କୃଷକ ସଶକ୍ତୀକରଣ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ
ପ୍ରଦୀପ କୁମାର ଅମାତ – ଜଙ୍ଗଲ ଏବଂ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଏବଂ ଲୋକ ସମ୍ପର୍କ
ପ୍ରମିଳା ମଲ୍ଲିକ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା
ଉଷା ଦେବୀ – ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ
ପ୍ରଫୁଲ୍ଲ କୁମାର ମଲ୍ଲିକ – ଇସ୍ପାତ ଏବଂ ଖଣି, ପୂର୍ତ୍ତ
ପ୍ରତାପ କେଶରୀ ଦେବ – ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି
ଅତନୁ ସବ୍ୟସାଚୀ ନାୟକ – ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ
ନବ କିଶୋର ଦାସ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
ଟୁକୁନି ସାହୁ – ଜଳସମ୍ପଦ, ବାଣିଜ୍ୟ ଓ ପରିବହନ
ଅଶୋକ ଚନ୍ଦ୍ର ପଣ୍ଡା – ବିଜ୍ଞାନ ଏବଂ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ
ରାଜେନ୍ଦ୍ର ଢୋଲକିଆ – ଯୋଜନା ଏବଂ ସଂଯୋଜନ

Show More
Back to top button