ସତ୍ୟଶିଖା ୦୭/୦୧/୨୦୨୧ : କାଲିଠାରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ; ୧୦୦ ଦିନ ପାଇଁ ହେବ ପାଠପଢା
