ଦୁର୍ଘଟଣା

କୋଏଲ ନଦୀରେ ବୁଡ଼ି ଜଣେ ନିଖୋଜ

ସତ୍ୟଶିଖା (ଭୁବନେଶ୍ୱର )୦୬.୧୧.୨୦୨୩ : କୋଏଲ ନଦୀ ରେ ବୁଡି ଜଣେ ନିଖୋଜ।  5 ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବୁଡ଼ି ନିଖୋଜ ହୋଇଛନ୍ତି। ସେପଟେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।  5 ଜଣ ସାଙ୍ଗ ଗୋପବନ୍ଧୁ ପାଲି ଅଞ୍ଚଳର ବୋଲି ଜଣାପଡ଼ିଛି।

 

Show More
Back to top button