ରିମାଣ୍ଡର ଶେଷ ଦିନରେ ସିବିଆଇ କାର୍ଯ୍ୟାଳୟରେ ବିବନ ବିଶ୍ୱାଳକୁ ଜେରା

ସତ୍ୟଶିଖା (ଭୁବନେଶ୍ୱର )୦୫.୦୩.୨୦୨୧: ସିବିଆଇ କାର୍ଯ୍ୟାଳୟରେ ପହଂଚିଲା ବିବନ ବିଶ୍ୱାଳ । ୨୨ ବର୍ଷ ତଳର ବାରଙ୍ଗ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦୁଇ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ପୁଣି ତାକୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ସିବିଆଇ ।

Exit mobile version