ନ୍ୟୁଜ୍ରାଜ୍ୟଶିକ୍ଷା

ସେପ୍ଟେମ୍ବର ୩ରେ ସ୍ୱତନ୍ତ୍ର ଓଜେଇଇ, ୨୮ ହଜାର ୬୨୦ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ସତ୍ୟଶିଖା( ଭୁବନେଶ୍ୱର )୨୯.୦୮ . ୨୦୨୨: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ ଦେବେ।

ରାଜ୍ୟର ୨୮ ସହରର ୩୮ କେନ୍ଦ୍ରରେ ପରୀକ୍ଷା ହେବ । ଏହା ସହ କୋଲକାତା, ରାଞ୍ଚି ଓ ପାଟଣାର ଗୋଟିଏ ଲେଖାଏଁ କେନ୍ଦ୍ରରେ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ଆଜିଠାରୁ ଆଡମିଡ୍‌ କାର୍ଡ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Show More
Back to top button