

ସତ୍ୟଶିଖା ୩୦/୧୨/୨୦୨୦ : ଆସନ୍ତା ଜାନୁଆରୀ ୭ ତାରିଖରୁ ହେବ ପକ୍ଷୀ ଗଣନା । ହୀରାକୁଦ ଜଳଭଣ୍ଡାରରେ ହେବ ପକ୍ଷୀ ଗଣନା । ୩ଟି ଫରେଷ୍ଟ ଡିଭିଜନ୍ ମିଶି ପକ୍ଷୀ ଗଣନା କରିବେ । ସମ୍ବଲପୁର, ଝାରସୁଗୁଡା ଓ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ହେବ । ୨୧ଟି ସ୍ଥାନରେ ୨୧ଟି ଟିମ୍ ଏହି ଗଣନାରେ ହେବେ ସାମିଲ । ଏଥିରେ କିଛି ପକ୍ଷୀ ବିଶେଷ ସାମିଲ ହେବା ସହ ଓୟୁଏଟିର ଛାତ୍ରମାନେ ସାମିଲ ହେବେ । ୮୦ରୁ ୧୦୦ଜଣ କର୍ମଚାରୀ ଏହି ପକ୍ଷୀ ଗଣନାରେ ସାମିଲ ହେବେ ।