ସତ୍ୟଶିଖା (ମୁମ୍ବାଇ) ୧୮/୧୧/୨୦୨୦ : ବଲିଉଡରେ ବୋଲ୍ଡନେସର ସୀମା ଅତିକ୍ରମ କରୁଥିବା ଅଭିନେତ୍ରୀ ଆମି ଜ୍ୟାକସନ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଆମିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି । ଫଟୋରେ ଆମି ଟପଲେସ୍ ନଜର ଆସିଛନ୍ତି । ଆମି ନିକଟରେ ନିଜର ଏକ ସୁନ୍ଦର ଫଟୋଶୁଟ୍ କରାଇଥିଲେ । ସେହି ଫଟୋଶୁଟରୁ ଆମି ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଫଟୋରେ ଆମି ଅତ୍ୟଧିକ ବୋଲ୍ଡ ଅବତାରରେ ନଜର ଆସିଛନ୍ତି ।
ନ୍ୟୁଡ୍ ଫଟୋଶୁଟ୍ କରାଇଲେ ଆମି ଜ୍ୟାକସନ୍
