ରାଜ୍ୟସ୍ୱାସ୍ଥ୍ୟ

ବିଧାନସଭା ଚିକିତ୍ସାଳୟରେ ଟିକାନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସତ୍ୟଶିଖା(ଭୁବନେଶ୍ୱର )୦୧.୦୩.୨୦୨ ୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କରୋନା ଟିକା ନେଇଛନ୍ତି। ବିଧାନସଭା ପରିସର ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଛନ୍ତି। ଟିକା ନେବା ପରେ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଆଗେଇ ଆସିବାକୁ ଅପିଲ କରିଛନ୍ତି। ଏହାସହ ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Show More
Back to top button