ସତ୍ୟଶିଖା (ମୁମ୍ବାଇ) ୨୩/୧୦/୨୦୨୦ : ଇସ୍କ ଭିସ୍କ,ବିବାହ,ମେଁ ହୁଁ ନା ଭଳି ଦମଦାର ଫିଲ୍ମରେ ଅଭିନୟ କରିଥିବା ଅମୃତା ରାଓ ଖୁବ୍ ଶୀଘ୍ର ନିଜ ଘରେ ନୂଆ ଅତିଥିକୁ ସ୍ବାଗତ କରିବେ । ଅମୃତା ଏବଂ ତାଙ୍କ ସ୍ବାମୀ ଅନମୋଲ୍ ପ୍ରଥମ ଥର ମା-ବାପା ହେଉଥିବାରୁ ଉତ୍ସାହୀ ଅଛନ୍ତି । ନବରାତ୍ରିର ଖାସ୍ ଅବସରରେ ଅମୃତା ନିଜ ଗର୍ଭଧାରଣର ୯ମାସରେ ଅଛନ୍ତି ଯାହା ତାଙ୍କ ପାଇଁ ଏକ ଆଶୀର୍ବାଦ ଭଳି ।
‘ଏବେ ମୁଁ ନିଜେ ମା’ ଙ୍କ ଅବତାର ଧାରଣ କରିବି’ – ନବରାତ୍ରିର ପାବନ ଅବସରରେ ଏପରି କହିଲେ ଅମୃତା
