ୟୁପିଏସସି ୨୦୨୧ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ସତ୍ୟଶିଖା (ନୂଆଦିଲ୍ଲୀ )୦୫.୦୩.୨୦୨୧: ଚଳିତ ବର୍ଷ (୨୦୨୧) ୟୁପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୭୧୨ଟି ପୋଷ୍ଟ ଆଇଏଏସ ଓ ଆଇପିଏସ ପଦବୀ ସହିତ ୧୧୦ଟି ଭାରତୀୟ ବନ ବିଭାଗ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ମାର୍ଚ୍ଚ ୪ରୁ ଅନ୍ ଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ମାର୍ଚ୍ଚ ୨୪ ରହିଛି ଆବେଦନର ଶେଷ ତାରିଖ।

Exit mobile version