ସତ୍ୟଶିଖା (ନୂଆଦିଲ୍ଲୀ) ୦୬.୧୦.୨୦୨୦ : ବ୍ରିଟିଶ ବୈଜ୍ଞାନିକ ରୋଜର୍ ପେନରୋଜ୍, ଜର୍ମାନୀର ରିନହାର୍ଡ ଗେନଜେଲ୍ ଓ ଆମେରିକା ବୈଜ୍ଞାନିକ ଆଣ୍ଡ୍ରେୟା ଗେଜଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବିବେଚିତ କରାଯାଇଛି । ରୋଜର ପେନରୋଜଙ୍କୁ ବ୍ଲାକ୍ ହୋଲ୍ ବା କଳାଗର୍ତ୍ତର ଆବିଷ୍କାର, ରିନହାର୍ଡ ଓ ଆଣ୍ଡ୍ରେଆଙ୍କୁ ଆକାଶଗଙ୍ଗାର କେନ୍ଦ୍ରରେ ସୁପରମେସିଭ୍ କମ୍ପାକ୍ଟ ଅବଜେକ୍ଟର ସନ୍ଦାନ ପାଇଁ ନୋବେଲ ଦିଆଯାଉଛି ।
ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ : ବ୍ଲାକ୍ ହୋଲ ଉପରେ ଗବେଷଣା କରୁଥିଲେ ଜର୍ମାନୀର ରିନହାର୍ଡ l
