ସତ୍ୟଶିଖା (ଭୁବନେଶ୍ୱର) ୨୯/୧୦/୨୦୨୦ : ନୀଳାଚଳ ଇସ୍ପାତ ନିଗମ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟମରେ ବୁଝାମଣା ହୋଇଛି । ଏଠାରେ ଭାରତୀୟ ସରକାରଙ୍କ ଡମି ସରକାର ଚାଲିଛି ବୋଲି ପ୍ରେସମିଟ୍ ରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ୫ ହଜାର କର୍ମଚାରୀ ୭ ମାସ ହେଲା ଦରମା ପାଇନାହାନ୍ତି । ୧୧୦ ମିଲିଅନ ଟନ୍ ଲୁହାପଥର ଖଣି ରହିଛି । ଯାହା ଉପରେ ନଜର ରହିଛି । ୨୦୧୯ରୁ ଏଥିରୁ ଉତ୍ତୋଳନ ଆରମ୍ଭ ହେଲାଣି ।
ନୀଳାଚଳ ଇସ୍ପାତକୁ କଂସାରୀ ହାତକୁ ଟେକି ନଦେଇ ସେଲ୍କୁ ଦିଆଯାଉ : ପଞ୍ଚାନନ କାନୁନଗୋ
