ସତ୍ୟଶିଖା ୨୪ /୧୨/୨୦୨୦ : ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ । କର୍ଣ୍ଣାଟକରେ ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେଇଥିବା ବେଳେ ଏହାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ରାତ୍ରୀକାଳିନ କର୍ଫ୍ୟୁ ବଳବତର କରିବା ଲାଗି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର । ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।
ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ
