ରାଜ୍ୟ
-
ପୂରିଲା କଣ୍ଟ, ଉଠିଲା ଶଟ୍ ଡାଉନ୍
ଭୁବନେଶ୍ୱର(ସତ୍ୟଶିଖା): ପୂରିଲା କଣ୍ଟ, ଉଠିଲା ଶଟ୍ ଡାଉନ୍। ଆଜି ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ରେ ଲାଗିଥିବା ୪୮ ଘଣ୍ଟିଆ ଶଟ୍ ଡାଉନ୍ ଉଠିଛି।…
ଅଧିକ ଖବର ପଢନ୍ତୁ » -
ଖାଲି ପଡ଼ିଛି କୋଳାହଳମୟ କାଳିଆ ଠାକୁରଙ୍କ ଦେଉଳ, ଦର୍ଶନ ନପାଇ କାନ୍ଦୁଛି ଭକ୍ତ
ପୁରୀ (ସତ୍ୟଶିଖା): ଗହଳି ଚହଳିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ। ପ୍ରତିଦିନ ସିଂହଦ୍ୱାରରେ ଲାଗୁଥିଲା ଅସମ୍ଭାଳ ଭିଡ଼। ଆଜି କିନ୍ତୁ ଅଚିହ୍ନା ଲାଗୁଛି ସିଂହଦ୍ୱାର। ଭକ୍ତଶୂନ୍ୟ ଶ୍ରୀମନ୍ଦିରରେ ରତ୍ନ…
ଅଧିକ ଖବର ପଢନ୍ତୁ » -
ଏହି ୩ ସହରରେ କାଲି ସକାଳେ ଖୋଲିବ ଦୋକାନ
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର, କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍ ଡାଉନ କଟକଣା…
ଅଧିକ ଖବର ପଢନ୍ତୁ » -
ମାସ୍କ କିମ୍ୱା ରୁମାଲ୍ ନବାନ୍ଧିଲେ ୧୦୦୦ ଟଙ୍କା ଫାଇନ୍
ବ୍ରହ୍ମପୁର(ସତ୍ୟଶିଖା): ‘କରୋନା’ ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି। ମାସ୍କ କିମ୍ୱା ରୁମାଲ୍ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ…
ଅଧିକ ଖବର ପଢନ୍ତୁ » -
ସିଲ୍ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇଛି।…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରରୁ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର…
ଅଧିକ ଖବର ପଢନ୍ତୁ » -
ରାଜଧାନୀରେ ସାନିଟାଇଜ୍ ହେବ ୧୦ଟି ହାଟ୍
ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ ଆଜି୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଓ ଫାୟାର ସର୍ଭିସ୍ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା…
ଅଧିକ ଖବର ପଢନ୍ତୁ » -
ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର (ସତ୍ୟଶିଖା): “ସୂର୍ଯ୍ୟନଗରର ଯେଉଁ କେସ୍ ଆସିଥିଲା, ତାହା କୋଲକାତାରୁ ଆସିଥିଲା। ସେହିପରି ବମିଖାଲ୍ରୁ ଯେଉଁ କେସ୍ ଆସିଥିଲା, ତାହା ଭୋପାଲରୁ ଆସିଥିବା ଜଣାପଡ଼ିଛି। ତେଣୁ ଗୋଷ୍ଠୀ…
ଅଧିକ ଖବର ପଢନ୍ତୁ » -
କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍
ଧର୍ମଗଡ଼ (ସତ୍ୟଶିଖା): କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାତିରେ ଏହି ଖବର ଆସିଥିଲା। ଏହାପରେ ଆଜି ଆକ୍ରାନ୍ତଙ୍କ ଗାଁକୁ ସିଲ୍ କରି…
ଅଧିକ ଖବର ପଢନ୍ତୁ » -
କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼
କଟକ (ସତ୍ୟଶିଖା): ଶଟ୍ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼ ହୋଇଛି। ଶଟ୍ ଡାଉନ୍ କଟକଣା ଭାଙ୍ଗିଥିବା କିଛି ଲୋକ ପୁଲିସ୍ ଉପରକୁ…
ଅଧିକ ଖବର ପଢନ୍ତୁ »









