ରାଜ୍ୟ
-
୬୮ ଓ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ହିଷ୍ଟ୍ରି ଦେଲେ ସରକାର
ଭୁବନେଶ୍ୱର(ସତ୍ୟଶିଖା): ୬୮ ଓ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। ୬୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବରହମପୁରର ୨ ବର୍ଷର…
ଅଧିକ ଖବର ପଢନ୍ତୁ » -
ସୀମାରେ ଜଗିଛି ସିସିଟିଭି
ଗଜପତି (ଆଦର୍ଶ ଦାସ): ଜିଲ୍ଲା ସୀମାରେ ଜଗିଛି ସିସିଟିଭି। ‘କରୋନା’ ରୋକିବା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ପଡ଼ୋଶୀ ଜିଲ୍ଲାରୁ…
ଅଧିକ ଖବର ପଢନ୍ତୁ » -
ସୀମା ସିଲ୍ ସମ୍ଭବପର ନୁହେଁ, ୬୭୯୮ଜଣ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ସତ୍ୟଶିଖା): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ…
ଅଧିକ ଖବର ପଢନ୍ତୁ » -
୬୧ ନମ୍ୱର ‘କରୋନା’ ଆକ୍ରାନ୍ତ ବୁଲିଛନ୍ତି ସାରା ରାଇଜ!
ଭୁବନେଶ୍ୱର(ସତ୍ୟଶିଖା): ୬୧, ୬୨, ୬୩, ୬୪, ୬୫ ଓ ୬୬ ନମ୍ବର ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ୍ ହିଷ୍ଟ୍ରି। ସମସ୍ତଙ୍କର ରହିଛି କଲିକତା ସହିତ ଲିଙ୍କ। ତେବେ ୬୧…
ଅଧିକ ଖବର ପଢନ୍ତୁ » -
୨ ସୁପାରୀକିଲରଙ୍କୁ ବାନ୍ଧିଲା ପୁଲିସ, ମାଷ୍ଟର ମାଇଣ୍ଡ ପତ୍ନୀ ଏବେ ଜେଲ୍ରେ
ମୋହନା (ମିହିର ଯତି): ପ୍ରେମିକ ସହ ମିଶି ସିପାରୀକିଲ ମାଧ୍ୟମରେ ପତିକୁ ହତ୍ୟା କରିଥିଲା ପତ୍ନୀ। ଏହି ଘଟଣା ଅଡବା ଥାନା ପୁଲିସ ଆଜି ୨ ସୁପାରୀକିଲରଙ୍କୁ…
ଅଧିକ ଖବର ପଢନ୍ତୁ » -
ସୁସ୍ଥ ହେଲେ ଆଉ ୫ ‘କରୋନା’ ଆକ୍ରାନ୍ତ, ସଂଖ୍ୟା ଯାଇ ପହଞ୍ଚିଲା ୨୯ରେ
ଭୁବନେଶ୍ୱର (ସତ୍ୟଶିଖା): ଓଡ଼ିଶା ପାଇଁ ଆସିଛି ଖୁସି ଖବର। ଆଉ ୫ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୯ ଜଣ…
ଅଧିକ ଖବର ପଢନ୍ତୁ » -
ମଦ ପିଇ କାମକୁ ଗଲେ ଚାକିରି ହରାଇବେ ବିଧାନସଭା କର୍ମଚାରୀ
ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ NIC କାର୍ଯ୍ୟାଳୟରେ…
ଅଧିକ ଖବର ପଢନ୍ତୁ » -
ନିଲମ୍ବିତ ବଡ଼ଚଣା ଆଇଆଇସିଙ୍କ ନାଁରେ ପୁଣି ମାମଲା; ସେବାୟତ ଅଟକ
ଯାଜପୁର/ପୁରୀ(ସତ୍ୟଶିଖା): କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ନିଲମ୍ବିତ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି…
ଅଧିକ ଖବର ପଢନ୍ତୁ » -
କରୋନା ଯୋଦ୍ଧା ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ
ଭୁବନେଶ୍ୱର (ସତ୍ୟଶିଖା): ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ରୋଗୀଙ୍କ ଚିକିତ୍ସା କଲା ବେଳେ ଏହି କରୋନା…
ଅଧିକ ଖବର ପଢନ୍ତୁ » -
କ୍ୱାରେଣ୍ଟାଇନରେ ରହିଲେ ଯାଜପୁର ଜିଲ୍ଲାର ୩ ଡାକ୍ତର ଓ ୧୯ ନର୍ସ
ଯାଜପୁର (ସତ୍ୟଶିଖା): ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଏନେଇ…
ଅଧିକ ଖବର ପଢନ୍ତୁ »









