ରାଜ୍ୟ
-
ଟ୍ରକ୍ରେ ଲାଗିଲା ନିଆଁ
ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଟ୍ରକ୍ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସୂଚନା ଅନୁଯାୟୀ, …
ଅଧିକ ଖବର ପଢନ୍ତୁ » -
କୋଭିଡ୍ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସତ୍ୟଶିଖା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। କଥାବାର୍ତ୍ତା…
ଅଧିକ ଖବର ପଢନ୍ତୁ » -
ଲକ୍ଡାଉନ୍ ଆଣିଲା ଦୁଃଖ, ଗଡ଼ୁନି ଅଟୋ, ଭୋକ ଉପାସରେ ପରିବାର
ଅନୁଗୋଳ(ବିରଜା ଦାଶ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ହେଲେ ଏହାଦ୍ୱାରା ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏପରିକି…
ଅଧିକ ଖବର ପଢନ୍ତୁ » -
ଗାଁକୁ ଆସୁନି ନେଟ୍ୱାର୍କ; ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ
କୁଚିଣ୍ଡା(ଦେବେନ୍ଦ୍ର ବେହେରା): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଆବଶ୍ୟକୀୟ ଦୋକାନ ବଜାରକୁ ଛାଡ଼ିଦେଲେ ସବୁ କିଛି ବନ୍ଦ ରହିଛି। ଏଥିସହ…
ଅଧିକ ଖବର ପଢନ୍ତୁ » -
ଜଷ୍ଟିସ୍ ମହମ୍ମଦ ରଫିକ୍ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
କଟକ (ସତ୍ୟଶିଖା): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ମହମ୍ମଦ ରଫିକ୍। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
ଅଧିକ ଖବର ପଢନ୍ତୁ » -
କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲଜର
ବାରିପଦା (ମାଣିକଲାଲ ପାଣି): କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁଆଡେ ପୁଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ…
ଅଧିକ ଖବର ପଢନ୍ତୁ » -
ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼
କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କୋଣାର୍କ ବାଲିସାହିରେ ଥିବା ଓଟିଭି ପ୍ରତିନିଧି ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ହେଲେ ତାଙ୍କ ପରିବାର ଲୋକେ ଅଳ୍ପକେ…
ଅଧିକ ଖବର ପଢନ୍ତୁ » -
ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍ | Satyasikha
ଭୁବନେଶ୍ୱର (ସତ୍ୟଶିଖା): କରୋନା ଯୋଗୁ ସବୁ ରୋଜଗାରପନ୍ଥା ବନ୍ଦ ହୋଇଯାଇଥିବାରୁ ଗରିବ, ଖଟିଖିଆ ଲୋକେ ଭୋକ ଉପାସରେ ରହୁଛନ୍ତି। ସେମାନଙ୍କୁ ସାହାଯ୍ୟ ନିମନ୍ତେ ସରକାର ଯଥାସାଧ୍ୟ ଚେଷ୍ଟା…
ଅଧିକ ଖବର ପଢନ୍ତୁ » -
ବଜ୍ରପାତରେ ୨ ମୃତ, ୪ ଗୁରୁତର | Satyasikha
ବାସୁଦେବପୁର/ନୂଆପଡ଼ା(ସତ୍ୟଶିଖା): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର…
ଅଧିକ ଖବର ପଢନ୍ତୁ » -
ଭଦ୍ରକ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୯୦ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ…
ଅଧିକ ଖବର ପଢନ୍ତୁ »









