ରାଜ୍ୟ
-
ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ , ୧୧୮ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ରୁ…
ଅଧିକ ଖବର ପଢନ୍ତୁ » -
କଣ୍ଟେନ୍ମେଣ୍ଟ ଜୋନ୍ରେ ଅତ୍ୟାବଶ୍ୟକ ସେବା ପାଇଁ ହେଲ୍ପ ଲାଇନ୍ ନମ୍ୱର
ରାଉରକେଲା(ପବନ ତିୱାରୀ): ରାଉରକେଲା ସହରରେ ୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ‘ନାଲା ରୋଡ୍’ ତଥା ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ…
ଅଧିକ ଖବର ପଢନ୍ତୁ » -
ସୁରତରୁ ଗଞ୍ଜାମକୁ ୪ଟି ବସ୍ରେ ଫେରିଲେ ପ୍ରବାସୀ ଓଡ଼ିଆ
ଭୁବନେଶ୍ୱର(ସତ୍ୟଶିଖା): ଗୁଜରାଟର ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ। ନିଜ ଅର୍ଥରେ ସେମାନେ ଫେରୁଛନ୍ତି। ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…
ଅଧିକ ଖବର ପଢନ୍ତୁ » -
‘କରୋନା’ ଯୋଗୁ ଦୁର୍ଦ୍ଦିନରେ କଟୁଛି ରିକ୍ସା ଚାଳକଙ୍କ ଜୀବନ
ଭୁବନେଶ୍ୱର (ସତ୍ୟଶିଖା): ‘କରୋନା’ ଯୋଗୁଁ ଦୁର୍ଦ୍ଦିନରେ ରିକ୍ସା ଚାଳକ। ଏବେ ରିକ୍ସ ଗଡ଼ୁନଥିବାରୁ ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। କାରଣ ପେଡାଲ୍ ବୁଲିଲେ ଏମାନଙ୍କ ପେଟ…
ଅଧିକ ଖବର ପଢନ୍ତୁ » -
ରାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନକରିବାକୁ ମୁଖ୍ୟ ସଚିବଙ୍କୁ ପରାମର୍ଶ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଏବେ ରାପିଡ୍ ଟେଷ୍ଟ୍ କିଟ ମାଧ୍ୟମରେ ନମୂନା ପରୀକ୍ଷା ନକରିବାକୁ ଆଇସିଏମଆର ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ଓଡ଼ିଶାରେ ବଢ଼ିବ କି ଲକ୍ଡାଉନ୍ ଅବଧି?
ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ ପାଇଁ ଲକ୍ଡାଉନ୍ ଅବଧିକୁ ଆଉ ମାସେ ବଢାଯାଉ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍ଫରେସନିଂ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ପଢନ୍ତୁ » -
ସୀମାନ୍ତ ଗାଁରେ ସ୍ଥିତି ଯାଞ୍ଚ କଲେ ଗଜପତି ଏସ୍ପି ଶାରା
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ରାଜ୍ୟରେ ‘କରୋନା’ ଆକ୍ରାନ୍ତ ୧୧୧ ଅତିକ୍ରମ କରିଛି। ଏଥିରେ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ସୀମାବର୍ତ୍ତୀ…
ଅଧିକ ଖବର ପଢନ୍ତୁ » -
ଦୁଇ ଦିନରେ ପଞ୍ଜୀକରଣ କରିଛନ୍ତି ୪ ଲକ୍ଷ ୮୬ ହଜାର ଓଡ଼ିଆ
ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ଯୋଗୁଁ ରାଜ୍ୟ ବାହାରେ ଫସି ରହିଛନ୍ତି ପ୍ରବାସୀ ଓଡ଼ିଆ। ସେମାନଙ୍କୁ ଫେରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…
ଅଧିକ ଖବର ପଢନ୍ତୁ » -
ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ତାଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ
ଭୁବନେଶ୍ୱର(ସତ୍ୟଶିଖା): ପୁଣି ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୩୪ ବର୍ଷ। ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳ। ତାଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ…
ଅଧିକ ଖବର ପଢନ୍ତୁ » -
କରୋନା: ସାମ୍ବାଦିକଙ୍କୁ ସହାୟତା ନେଇ ଚର୍ଚ୍ଚା
ଭୁବନେଶ୍ୱର(ସତ୍ୟଶିଖା): କରୋନାର ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆଜି କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା…
ଅଧିକ ଖବର ପଢନ୍ତୁ »









