ରାଜ୍ୟ
-
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୪ ନାବାଳକ, ନାବାଳିକା
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଆଜି ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ନାବାଳକ…
ଅଧିକ ଖବର ପଢନ୍ତୁ » -
ରାସ୍ତାରେ ଅଟକାଇଲେ, ଖଣ୍ଡାରେ ହାଣିଲେ
ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜ଼ିଲ୍ଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡି ଗାଁ ନିକଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଭୟ…
ଅଧିକ ଖବର ପଢନ୍ତୁ » -
ଛତିଶଗଡ଼ରେ ପହଞ୍ଚିଲେ ସର୍ବଗ୍ରାସୀ ପଙ୍ଗପାଳ ଦଳ
ଭୁବନେଶ୍ୱର(ସତ୍ୟଶିଖା): ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରେ ପହଞ୍ଚିଲେ ସର୍ବଗ୍ରାସୀ ପଙ୍ଗପାଳ ଦଳ। ଏହା କ୍ରମଶଃ ଓଡ଼ିଶାର ନିକଟତର ହୋଇ ଆସୁଥିବା ବେଳେ ଏହାକୁ ନେଇ ରାଜ୍ୟବାସୀ ଛନକା…
ଅଧିକ ଖବର ପଢନ୍ତୁ » -
‘ବସ୍ ମାଲିକଙ୍କୁ ସବୁ ଛାଡ଼ ହେଉଛି, ଚାଳକ, କର୍ମଚାରୀଙ୍କୁ ପଚାରୁ ନାହାନ୍ତି’
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଓଡ଼ିଶା ମୋଟର ଚାଳକ ସଂଘ ୩ ଦଫା ଦାବି ନେଇ ଆଜି ଧାରଣାରେ ବସିଛି। ତିନି ମାସର ଦରମା, ୫୦ ଲକ୍ଷ…
ଅଧିକ ଖବର ପଢନ୍ତୁ » -
ଘରେ ପଶି ମାରିଦେଲେ ଦୁର୍ବୃତ୍ତ | Satyasikha
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଦୁଲଦୁଲା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ…
ଅଧିକ ଖବର ପଢନ୍ତୁ » -
ନକ୍ସଲ ଗୁଳିରେ ୨ ପୁଲିସ୍ କର୍ମଚାରୀ ସହିଦ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ଜିଲ୍ଲାର କରେଇକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନିକଟରେ ନକ୍ସଲ ଆକ୍ରମଣରେ ୨ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି।…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ…
ଅଧିକ ଖବର ପଢନ୍ତୁ » -
କ୍ୱାରେଣ୍ଟାଇନ୍ ସେଣ୍ଟର ବାହାରୁ ମିଳିଲା ପ୍ରବାସୀଙ୍କ ମୃତଦେହ
ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ପାଚେରୀ ବାହାରୁ ଆଜି ଭୋରରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର…
ଅଧିକ ଖବର ପଢନ୍ତୁ » -
ଜଙ୍ଗଲରେ ଗଦା ହୋଇଥିଲା, ଜବତ କଲା ପୁଲିସ୍
ରାୟଗଡ଼ା(ମନୋଜ ପାତ୍ର): ଲକ୍ଡାଉନ୍ର ସୁଯୋଗ ନେଇ ରାୟଗଡ଼ା ଜିଲ୍ଲାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଉଠିଛନ୍ତି। ପୁଲିସକୁ ଚକ୍ମା ଦେଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରାଜ୍ୟ ବାହାରକୁ…
ଅଧିକ ଖବର ପଢନ୍ତୁ » -
ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ଆରମ୍ଭ ହେଲା ଟ୍ରେନ୍ ସେବା
ଭୁବନେଶ୍ୱର(ସତ୍ୟଶିଖା): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚାଲୁଛି । ଏଥି ମଧ୍ୟରୁ ଓଡ଼ିଶାରେ ୧୨…
ଅଧିକ ଖବର ପଢନ୍ତୁ »









