ରାଜ୍ୟ
-
ରାଜ୍ୟରେ ଆଉ ୬୫ ‘କରୋନା’ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୬୫ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ…
ଅଧିକ ଖବର ପଢନ୍ତୁ » -
ମନ୍ଦିରରେ ହୋଇଥାନ୍ତା ବାଲ୍ୟ ବିବାହ, ରୋକିଲା ପ୍ରଶାସନ
ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକୁମଣ୍ଡା ଗାଁରେ ହେବାକୁ ଯାଉଥିବା ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ। ବିବାହ ପୂର୍ବରୁ ହିଁ…
ଅଧିକ ଖବର ପଢନ୍ତୁ » -
ପଡ଼ୋଶୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା
ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ତଲସେରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ…
ଅଧିକ ଖବର ପଢନ୍ତୁ » -
ଆଜି ରାତିରୁ ବଡ଼ଦାଣ୍ଡରେ ୧୪୪ ଧାରା
ପୁରୀ(ସତ୍ୟଶିଖା): ଏଥର ଭକ୍ତଙ୍କ ଅନୁପସ୍ଥିତିରେ ହେବ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି ହୋଇଛି ବ୍ୟାରିକେଡ୍…
ଅଧିକ ଖବର ପଢନ୍ତୁ » -
ଫାଇନ୍ ଦେଲେ ଅପରାଜିତା
ଭୁବନେଶ୍ୱର(ସତ୍ୟଶିଖା): କୋଭିଡ ନିୟମ ଭଙ୍ଗ କରି ସ୍ୱେଚ୍ଛାକୃତ ଭାବେ ଫାଇନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏ ସମ୍ପର୍କରେ ଖୋଦ ଅପରାଜିତା ଟ୍ୱିଟ କରି ସୂଚନା…
ଅଧିକ ଖବର ପଢନ୍ତୁ » -
ବାଲିଅନ୍ତା ତହସିଲଦାର ଗିରଫ | Satyasikha
ଭୁବନେଶ୍ୱର(ସତ୍ୟଶିଖା): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ। ତାଙ୍କ ସହ ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ…
ଅଧିକ ଖବର ପଢନ୍ତୁ » -
୧୩ ଜିଲ୍ଲାରୁ ଚିହ୍ନଟ ହେଲେ ୯୦ ଆକ୍ରାନ୍ତ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ୧୩ ଜିଲ୍ଲାରୁ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ…
ଅଧିକ ଖବର ପଢନ୍ତୁ » -
କରୋନାରେ ଆକ୍ରାନ୍ତ ଷ୍ଟାଫ ନର୍ସ | Satyasikha
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : କରୋନା ଯୋଦ୍ଧା ଏବେ କରୋନା ଦ୍ୱାରା ସଂକ୍ରମିତ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ କରୋନା ପଜିଟିଭ…
ଅଧିକ ଖବର ପଢନ୍ତୁ » -
‘ଲକ୍ଡାଉନ୍ ପରେ ତୁରନ୍ତ ସ୍କୁଲ୍ ଖୋଲାଯାଉ’
ଭୁବନେଶ୍ୱର(ସତ୍ୟଶିଖା): ଲକ୍ଡାଉନ୍ ପରେ ସ୍କୁଲକୁ ତୁରନ୍ତ ଖୋଲାଯାଉ। ସ୍କୁଲ ଖୋଲାଯିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ। ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ଦାବି…
ଅଧିକ ଖବର ପଢନ୍ତୁ » -
ଫିନାଇଲ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ; ସାନ ପୁଅ ପରେ ଆଖି ବୁଜିଲେ ମା’ ଭଉଣୀ
ଝାରସୁଗୁଡ଼ା (ଭାଗିରଥୀ ସାହୁ): ୨ ଦିନ ପୂର୍ବେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୩…
ଅଧିକ ଖବର ପଢନ୍ତୁ »









