ରାଜ୍ୟ
-
ଓଭରଲୋଡିଂ ପାଇଁ ୬ ଲକ୍ଷରୁ ଅଧିକ ଟଙ୍କା ଫାଇନ କାଟିଲେ ଆରଟିଓ
କାମାକ୍ଷାନଗର (ବିଦ୍ୟାଧର ବରାଳ): ଓଭରଲୋଡିଂ ପାଇଁ ୧୦ଟି ମେଟାଲ ବୋଝେଇ ହାଇୱାରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ ଆଦାୟ କରିଛନ୍ତି ଢେଙ୍କାନାଳ ଆରଟିଓ। ଗତକାଲି ଏହି…
ଅଧିକ ଖବର ପଢନ୍ତୁ » -
ଭ୍ୟାକସିନ୍ ଅଫିସରଙ୍କୁ କରୋନା
ରାୟଗଡ଼ା(ମନୋଜ ପାତ୍ର): ରାଜ୍ୟରେ ନୂଆ ୧୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରାୟଗଡ଼ା ଜିଲ୍ଲାର ୪ ଜଣ ଅଛନ୍ତି। ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ…
ଅଧିକ ଖବର ପଢନ୍ତୁ » -
ଲୁହା ରଡ୍ ତଳକୁ ଖସାଉଥିଲେ, ୧୧ କେଭି ବିଦ୍ୟୁତ୍ ତାରରେ ଲାଗିଗଲା
ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଗୋଦାମରେ ଗତକାଲି ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍…
ଅଧିକ ଖବର ପଢନ୍ତୁ » -
୧.୬୬ ଲକ୍ଷ ଟଙ୍କା ଡିଲ୍ କରି ଫସିଗଲେ ଡିଏଫ୍ଓ
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ୧.୬୬ ଲକ୍ଷ ଟଙ୍କା ଡିଲ୍ କରି ବନ୍ଧାହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ…
ଅଧିକ ଖବର ପଢନ୍ତୁ » -
କରୋନା ରୋକିବାକୁ ରାପ୍ ଗୀତର ସାହାରା ନେଲା ପୁଲିସ୍
ବାଲିଗୁଡ଼ା(ଅଜିତ ନାୟକ): ଲକ୍ ଡାଉନ୍ ନିୟମରେ ସରକାର କିଛିଟା କୋହଳ କରିଛନ୍ତି। କିନ୍ତୁ କରୋନାର ଭୟାବହତା କମିନି। ପୂର୍ବାପେକ୍ଷା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍ବେଗଜନକ ହୋଇ…
ଅଧିକ ଖବର ପଢନ୍ତୁ » -
ବେଆଇନ କରତ କଳ ଉପରେ ଚଢ଼ଉ
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଯମରାଠାରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ଚଢ଼ଉ କରାଯାଇଛି। ଆଜି ସକାଳେ ଭୁବନେଶ୍ୱର…
ଅଧିକ ଖବର ପଢନ୍ତୁ » -
ମହୁ ସଂଗ୍ରହ କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା
ଉଦଳା(ମାନସ ପାଣି): ମହୁ ସଂଗ୍ରହ କରିବାକୁ ଯାଇ ମହୁମାଛି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏଥିସହ ୨ ଜଣ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ…
ଅଧିକ ଖବର ପଢନ୍ତୁ » -
କକାଙ୍କୁ କୂଅକୁ ଠେଲିଦେଲେ ଦୁଇ ପୁତୁରା!
କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ରକ୍ତ ସମ୍ପର୍କ ପୁଣି ଏତେ କ୍ରୁର ହୋଇପାରେ! ଜମିଜମା ବିବାଦକୁ ନେଇ କକାଙ୍କୁ କୂଅ ଭିତରକୁ ଠେଲିଦେଲେ ଦୁଇ ପୁତୁରା। ଆଜି ଏପରି…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ ଚିହ୍ନଟ, ଜଗତସିଂହପୁରରେ ଅଛନ୍ତି ସବୁଠୁ ଅଧିକ
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ…
ଅଧିକ ଖବର ପଢନ୍ତୁ » -
ବିଜୁଳି କାଟରୁ ବଚସା; ୩ RPF ଯବାନଙ୍କ ସମେତ ୪ ଗିରଫ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ବିଜୁଳି କାଟକୁ ନେଇ ହୋଇଥିବା ବଚସା ଘଟଣାରେ ୪ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ…
ଅଧିକ ଖବର ପଢନ୍ତୁ »









