ରାଜ୍ୟ
-
ଭିଜିଲାନ୍ସ ଜାଲରେ ପୋଲିସ ଅଫିସର
ସତ୍ୟଶିଖା ୩୦/୧୨/୨୦୨୦ : ଭିଜିଲାନ୍ସ ଜାଲରେ ଏଏସ୍ଆଇ । ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଉଛି…
ଅଧିକ ଖବର ପଢନ୍ତୁ » -
ରାଜଧାନୀରେ ଗୁଳିକାଣ୍ଡ ଘଟଣା
ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି…
ଅଧିକ ଖବର ପଢନ୍ତୁ » -
ସବୁ କାର୍ରେ ଦୁଇଟି ଏୟାରବ୍ୟାଗ୍,ଏପ୍ରିଲ୍ ୧ ରୁ ଲାଗୁ ହେବ
ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୨/୨୦୨୦ : କାର୍ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ସବୁ ପ୍ରକାର ନୂଆ କାର୍ ପାଇଁ ଏୟାରବ୍ୟାଗ୍କୁ ବାଧ୍ୟତାମୂଳକ କରିବାକୁ ସରକାର…
ଅଧିକ ଖବର ପଢନ୍ତୁ » -
ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ
ସତ୍ୟଶିଖା (ପୁରୀ) ୩୦/୧୨/୨୦୨୦ : ପୁରୀରେ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ…
ଅଧିକ ଖବର ପଢନ୍ତୁ » -
ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି
ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି । ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ…
ଅଧିକ ଖବର ପଢନ୍ତୁ » -
ସତ୍ୟବାଦୀ ଅଂଚଳରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ସତ୍ୟଶିଖା ୨୯/୧୨/୨୦୨୦ : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଝୁଲନ୍ତା ଅବସ୍ଥାରେ ଗହିର ମଝିରେ ଥିବା ଏକ ଗଛରୁ ଶବ ଉଦ୍ଧାର କରିଛି…
ଅଧିକ ଖବର ପଢନ୍ତୁ » -
ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ
ସତ୍ୟଶିଖା ୨୯/୧୨/୨୦୨୦ : ମହାରାଷ୍ଟ୍ର ପୁଲିସ କଲେୱାଡିର ଏକ ପୋଷାକ ଦୋକାନର ମାଲିକଙ୍କୁ ଗିରଫ କରିଛି । ଉକ୍ତ ଦୋକନୀ ମାଲିକ ବିରୋଧରେ ୨୬ ବର୍ଷୀୟ ଜଣେ…
ଅଧିକ ଖବର ପଢନ୍ତୁ » -
ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲେ ହାତୀପଲ
ସତ୍ୟଶିଖା ୨୯/୧୨/୨୦୨୦ : ହ୍ରଦରୁ ହାତୀପଲ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଚିକିଟ ନିକଟ ବାହୁଦା ହ୍ରଦରେ ଫସିଥିବା ୧୪ ହାତୀକୁ ଉଦ୍ଧାର କରାଯାଇଛି । ବନବିଭାଗ…
ଅଧିକ ଖବର ପଢନ୍ତୁ » -
ବ୍ୟବସାୟୀ ଝୁଲି ପଡିଲେ ବେକରେ ଗାମୁଛା ଲଗାଇ
ସତ୍ୟଶିଖା (ଭୁବନେଶ୍ୱର) ୨୯/୧୨/୨୦୨୦ : ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ସୋମବାର ଅପରାହ୍ଣରେ ଏକ ଗଛରୁ ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ବ୍ୟବସାୟୀଜଣଙ୍କ…
ଅଧିକ ଖବର ପଢନ୍ତୁ »









