ରାଜ୍ୟ
-
ପୁଣି ଆଜି ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୭.୨୦୨୧: ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଜି ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ
ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୭.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି…
ଅଧିକ ଖବର ପଢନ୍ତୁ » -
ବିଲଡର ପ୍ରିୟବ୍ରତ ମିଶ୍ର ଗିରଫ
ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: ଗିରଫ ହେଲେ ବିଲଡର ପ୍ରିୟବ୍ରତ ମିଶ୍ର । ଯୌତୁକ ନିର୍ଯାତନା ଦେବା ଘଟଣାରେ ବିଲଡରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଗଚ୍ଛିତ ଟିକା ଆଉ ୨ ଦିନ ଯିବ
ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ…
ଅଧିକ ଖବର ପଢନ୍ତୁ » -
ବିଶ୍ୱେଶ୍ୱର ଟୁଡୁ : ଇଞ୍ଜିନିୟରରୁ କେନ୍ଦ୍ରମନ୍ତ୍ରୀ
ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: ୧୯୬୫ ମାର୍ଚ୍ଚ ୨୮ ତାରିଖରେ ମୋରଡ଼ା ବ୍ଲକ ସାନମୁଣ୍ଢାବଣି ପଞ୍ଚାୟତ ଖୁଣ୍ଟାପାଳ ଉଚ୍ଚାଖାଇ ଗାଁରେ ଜନ୍ମଲାଭ କରିଥିଲେ ବିଶ୍ୱେଶ୍ୱର । ପିଲା ଦିନରୁ…
ଅଧିକ ଖବର ପଢନ୍ତୁ » -
ଜାଣନ୍ତୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଷୟରେ
ସତ୍ୟଶିଖା(ନୂଆଦିଲ୍ଲୀ) ୦ ୮ .୦୭.୨୦୨୧: : ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର । ପୂର୍ବରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ସମ୍ପ୍ରସାରଣରେ ରାଜ୍ୟସଭା…
ଅଧିକ ଖବର ପଢନ୍ତୁ » -
ଅକ୍ଟୋବର-ନଭେମ୍ବରରେ ଆସିବ ତୃତୀୟ ଲହର
ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି । ଗତବର୍ଷ ସେପ୍େଟମ୍ବର ମାସରେ ପ୍ରଥମ ଲହର ଶୀର୍ଷ ସଂକ୍ରମଣ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ନିଲାମ ହେବ ୧୧ ଖଣି
ଭୁବନେଶ୍ୱର : ରାଜ୍ୟ ସରକାର ଆଉ ୧୧ଟି ଖଣିର ନିଲାମ କରିବେ । ଏଥି ପାଇଁ ଇସ୍ପାତ ଓ ଖଣି ବିଭାଗ ଅଧୀନସ୍ଥ ଖଣି ନିଦେ୍ର୍ଧଶାଳୟ ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ
ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ…
ଅଧିକ ଖବର ପଢନ୍ତୁ »









