ରାଜ୍ୟ
-
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୬ରେ ସର୍ବଦଳୀୟ ବୈଠକ
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ନିର୍ବାଚନ ନିମନ୍ତେ ଆସନ୍ତା ନଭେମ୍ବର ୬ ତାରିଖ…
ଅଧିକ ଖବର ପଢନ୍ତୁ » -
ସୀମାବର୍ତ୍ତି ଜିଲ୍ଲାଗୁଡିକରେ ହେବ ଥାନା
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାଗୁଡିକରେ ଥାନା ପ୍ରତିଷ୍ଠା ନେଇ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଏନେଇ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ…
ଅଧିକ ଖବର ପଢନ୍ତୁ » -
ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦାମ୍; ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦର
ସତ୍ୟଶିଖା(ନୂଆଦିଲ୍ଲୀ )୨୮.୧୦ .୨୦୨୧: ଦେଶରେ କ୍ରମାଗତ ଭାବରେ ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲର ଦାମ୍ । ଦିଲ୍ଲୀରେ ପେଟ୍ରୋଲ୍ ୧୦୮ ଟଙ୍କା ୨୯ ପଇସା ହୋଇଥିବା…
ଅଧିକ ଖବର ପଢନ୍ତୁ » -
ଆସୁଛି ଆଉ ଏକ ଲଘୁଚାପ,୨୯ରୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ…
ଅଧିକ ଖବର ପଢନ୍ତୁ » -
ପିଲାଙ୍କୁ ବସାଇ ଯାତ୍ରା କରୁଥିଲେ ଏବେ ରୁହନ୍ତୁ ସତର୍କ
ସତ୍ୟଶିଖା(ନୂଆଦିଲ୍ଲୀ )୨୮.୧୦ .୨୦୨୧: ସରକାର ବାଇକ ଆରୋହୀଙ୍କ ପାଇଁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ପିଲାଙ୍କୁ ବସାଇ ଯାତ୍ରା କରିବାକୁ ନେଇ ପ୍ରସ୍ତୁତ ହୋଇଛି। ସଡ଼କ ପରିବହନ…
ଅଧିକ ଖବର ପଢନ୍ତୁ » -
ପାରାଦୀପରେ ଦୁଇ କେନ୍ଦ୍ରମନ୍ତ୍ରୀ, ଆମଦାନି , ରପ୍ତାନି ଓ ଯାନ୍ତ୍ରିକ କ୍ଷେତ୍ରରେ କଲେ ସମୀକ୍ଷା
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ପାରାଦୀପରେ ପହଞ୍ଚି ବନ୍ଦରରେ କୋଇଲା ତଥା ଅନ୍ୟାନ୍ୟ ଦ୍ରବ୍ୟର ଆମଦାନି ଓ ରପ୍ତାନି ଓ ଯାନ୍ତ୍ରିକ କ୍ଷେତ୍ର ପରିଦର୍ଶନ କଲେ ଖଣି ଓ…
ଅଧିକ ଖବର ପଢନ୍ତୁ » -
ଡିସିପି ଅଫସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଜୋର ଧରିଛି ରାଜନୀତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ବିଭିନ୍ନ…
ଅଧିକ ଖବର ପଢନ୍ତୁ » -
ଅଗ୍ନି-୫ର ସଫଳ ପରୀକ୍ଷଣ
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ବଢିଲା ଭାରତ । ଡିଆରଡିଓକୁ ଜବରଦସ୍ତ ସଫଳତା । ବଢିଲା ଭାରତର ମିସାଇଲ ଶକ୍ତି । ବୁଧବାର…
ଅଧିକ ଖବର ପଢନ୍ତୁ » -
ନନ୍ଦନକାନନରେ ଅଘଟଣ:ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ସଫାରୀରେ ଭାଲୁକୁ ଖାଇବା ଦେବା ପଡ଼ିଲା ମହଙ୍ଗା । ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ…
ଅଧିକ ଖବର ପଢନ୍ତୁ » -
ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ !
ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା…
ଅଧିକ ଖବର ପଢନ୍ତୁ »









