ରାଜ୍ୟ
-
ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତୀ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଉକôୃଷ୍ଟ କଳାର ପ୍ରଦେଶ ଓଡିଶା । ୧୨ ମାସର ୧୩ ପର୍ବ ଭିତରେ ପ୍ରଥମାଷ୍ଟମୀ ଏକ ମହତ୍ୱପୂର୍ଣ୍ଣ ପର୍ବ । ଏହି ଅବସରରେ ଘରେ…
ଅଧିକ ଖବର ପଢନ୍ତୁ » -
ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏକ୍ସପାଏରି ମେଡିସିନର ଷ୍ଟକ୍ ନେଇ ରେଜିଷ୍ଟରରେ ତଥ୍ୟ ରଖାଯିବ ।…
ଅଧିକ ଖବର ପଢନ୍ତୁ » -
ସ୍ମାର୍ଟ ସେବାରେ ଆଜିଠୁ ଯୋଡ଼ିହେଲା କୋରାପୁଟ
ସତ୍ୟଶିଖା(କୋରାପୁଟ ) ୨୭ .୧୧.୨୦୨୧: ବିଏସକେୟାର ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠାରୁ ଯୋଡ଼ି ହୋଇଛି କୋରାପୁଟ ଜିଲ୍ଲା । ଭିସି ଜରିଆରେ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର…
ଅଧିକ ଖବର ପଢନ୍ତୁ » -
ରାଜ୍ୟରୁ ପୁଣି ୨୬୪ ପଜିଟିଭ୍ ଚିହ୍ନଟ, ୩ ମୃତ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ…
ଅଧିକ ଖବର ପଢନ୍ତୁ » -
ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା: ଓଡିଶାର ଦୀପସନ ଓ ଶୀଳାନନ୍ଦଙ୍କୁ ସୁଯୋଗ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଆସନ୍ତା ଡିସେମ୍ବର ମାସ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଂଲାଦୋର ରାଜଧାନୀ ଢ଼ାକାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି…
ଅଧିକ ଖବର ପଢନ୍ତୁ » -
ଟ୍ରେନ୍ ଲାଇନ୍ ଉଡ଼ାଇଦେଲେ ମାଓବାଦୀ, ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ସତ୍ୟଶିଖା ( ମାଲକାନଗିରି ) ୨୭ /୧୧ /୨୦୨୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ହିଂସାକାଣ୍ଡ ପୁଣି ଦେଖିବାକୁ ମିଳିଛି । ଛତିଶଗଡ଼ ଭାସି ଜଙ୍ଗଲରେ ବିସ୍ଫୋରଣ…
ଅଧିକ ଖବର ପଢନ୍ତୁ » -
ଜାନୁୟାରୀରୁ ଲୋକସେବା ଭବନ କର୍ମଚାରୀଙ୍କୁ ମିଳିବ ରେଡିଓ ଫ୍ରିକ୍ୱେନ୍ସି ଆଇକାର୍ଡ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଓଏସଡି, ଚୁକ୍ତିଭିତ୍ତିକ କର୍ମଚାରୀ ଓ କନସଲଟାଣ୍ଟଙ୍କ କାର୍ଯ୍ୟ ସରିଲେ ସେମାନେ ନିଶ୍ଚିତ ଭାବେ ଏହି ଆରଏଫଆଇଡି କାର୍ଡକୁ ବିଭାଗ ପାଖରେ ଦାଖଲ କରିବେ…
ଅଧିକ ଖବର ପଢନ୍ତୁ » -
କୋଟିଆ ବିବାଦ: ଆନ୍ଧ୍ରର ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ପାଇଁ ଆନ୍ଧ୍ରପ୍ରଦେଶ…
ଅଧିକ ଖବର ପଢନ୍ତୁ » -
ଏସ୍ବିଆଇ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ୨୯ ଲକ୍ଷ ଟଙ୍କା ଲୁଟ୍
ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଏସ୍ବିଆଇ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ହେଲା ଲୁଟ୍ । ଲୁଟେରାମାନେ ବନ୍ଧୁକ ଦେଖାଇ ନେଇ ଗଲେ ଟଙ୍କା ଭର୍ତ୍ତି…
ଅଧିକ ଖବର ପଢନ୍ତୁ » -
ଆଜି ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଦିନ ଟିଏ
ସତ୍ୟଶିଖା ( ଭୁବନେଶ୍ୱର ) ୨୭ /୧୧ /୨୦୨୧: ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ।…
ଅଧିକ ଖବର ପଢନ୍ତୁ »









