ରାଜ୍ୟ
-
ଗତ ୨୪ ଘଣ୍ଟାରେ ୮୫୨ କରୋନା ପଜିଟିଭ ଚିହ୍ନଟ
ସତ୍ୟଶିଖା( ଭୁବନେଶ୍ୱର )୧୬.୦୨.୨୦୨୨ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୫ ଜଣ ସଙ୍ଗରୋଧ…
ଅଧିକ ଖବର ପଢନ୍ତୁ » -
ଜାମତରା ଗ୍ୟାଙ୍ଗ ଲିଙ୍କରେ ରାଜଧାନୀର ମେକାନିକାଲ ଛାତ୍ର
ସତ୍ୟଶିଖା( ଭୁବନେଶ୍ୱର )୧୬.୦୨.୨୦୨୨ : ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ଇଂଜିନିୟରିଂ ଛାତ୍ର ମାମଲା ଭିନ୍ନ ମୋଡ ନେଇଛି। ୪ ଛାତ୍ରଙ୍କ ଭିତରୁ ଦୁଇ ଜଣଙ୍କର ରହିଛି…
ଅଧିକ ଖବର ପଢନ୍ତୁ » -
ମତଦାନ ପରେ ଲଗାଯାଉଥିବା କାଳି କାହିଁକି ଶୀଘ୍ର ଛାଡ଼େ ନାହିଁ? ଜାଣନ୍ତୁ ଏହାର ରହସ୍ୟ…
ସତ୍ୟଶିଖା (ଭୁବନେଶ୍ୱର) ୧୫.୦୨.୨୦୨୨: ନିର୍ବାଚନକୁ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ବୋଲି କୁହାଯାଏ। ଏହି ପର୍ବରେ ମତଦାତାମାନେ ଅଧିକ ସଂଖ୍ୟାରେ ଭାଗନେବା ଆବଶ୍ୟକ। ଏବେ ଦେଶରେ ପାଞ୍ଚଟି ରାଜ୍ୟରେ…
ଅଧିକ ଖବର ପଢନ୍ତୁ » -
ମାର୍ଚ୍ଚ ୪ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
ସତ୍ୟଶିଖା (ଭୁବନେଶ୍ୱର) ୧୫.୦୨.୨୦୨୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୪ ତାରିଖରେ ରାଜ୍ୟର ୭୧୭ଟି…
ଅଧିକ ଖବର ପଢନ୍ତୁ » -
ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ନିର୍ବାଚନ କମିଶନରଙ୍କ ପ୍ରେସ ମିଟ୍, ସକାଳ ୭ ଟାରୁ ଆରମ୍ଭ ହେବ ମତଦାନ
ସତ୍ୟଶିଖା( ଭୁବନେଶ୍ୱର )୧୫.୦୨.୨୦୨୨ : ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବାକୁ ଯାଉଛି । ଯାହାକୁ ନେଇ ସବୁ ପ୍ରସ୍ତୁତି ଶେଷ…
ଅଧିକ ଖବର ପଢନ୍ତୁ » -
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ସତ୍ୟଶିଖା( ଭୁବନେଶ୍ୱର )୧୫.୦୨.୨୦୨୨ :ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହଠାତ୍ ଅବନତି ଘଟିଛି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକର ଏସସିବିରେ ଭର୍ତ୍ତି…
ଅଧିକ ଖବର ପଢନ୍ତୁ » -
୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ସତ୍ୟଶିଖା( ଭୁବନେଶ୍ୱର )୧୫.୦୨.୨୦୨୨ : ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହାରି…
ଅଧିକ ଖବର ପଢନ୍ତୁ » -
ଆଉ ୨୨ ଆକ୍ରାନ୍ତ ମୃତ
ସତ୍ୟଶିଖା( ଭୁବନେଶ୍ୱର )୧୫.୦୨.୨୦୨୨ : ରାଜ୍ୟରେ ଦିନକରେ ଆଉ ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ…
ଅଧିକ ଖବର ପଢନ୍ତୁ »









