ରାଜ୍ୟ
-
ରାଜ୍ୟରେ ରହିବନି ବିଜୁଳି କାଟ ସମସ୍ୟା, ଆଗକୁ ମିଳିବ ଉନ୍ନତମାନର ସୁବିଧା
ସତ୍ୟଶିଖା (ଭୁବନେଶ୍ୱର) ୧୯.୦୫.୨୦୨୨: ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ । ଯେମିତି…
ଅଧିକ ଖବର ପଢନ୍ତୁ » -
୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ସତ୍ୟଶିଖା (ଭୁବନେଶ୍ୱର) ୧୮.୦୫.୨୦୨୨: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ…
ଅଧିକ ଖବର ପଢନ୍ତୁ » -
ଭାରତୀୟ ନୌସେନା ହାତରେ ବଡ ସଫଳତା: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ
ସତ୍ୟଶିଖା (ନୂଆଦିଲ୍ଲୀ) ୧୮.୦୫.୨୦୨୨: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ ଶେଷ କରିଛି ଭାରତୀୟ ନୌସେନା । ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି । ବାଲେଶ୍ୱର…
ଅଧିକ ଖବର ପଢନ୍ତୁ » -
ସିନା ବୋରା ହତ୍ୟାକାଣ୍ଡ, ମିଳିଲା ଇନ୍ଦ୍ରାଣୀଙ୍କୁ ଜାମିନ୍
ସତ୍ୟଶିଖା (ଭୁବନେଶ୍ୱର) ୧୮.୦୫.୨୦୨୨: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମିଳିଛି । ସିନା…
ଅଧିକ ଖବର ପଢନ୍ତୁ » -
ବଡ ଦାଣ୍ଡରେ ମୁକୁଳା ଡ୍ରେନ୍ ନେଲା ଜୀବନ
ସତ୍ୟଶିଖା (ପୁରୀ ) ୧୮.୦୫.୨୦୨୨: ପୁରୀ ବଡ ଦାଣ୍ଡରେ ମୁକୁକା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପୁରୀ ବଡଦାଣ୍ଡର ମାର୍କେଟ…
ଅଧିକ ଖବର ପଢନ୍ତୁ » -
ମା’ ତାରାତାରିଣୀଙ୍କ ପିଠରେ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା(ବ୍ରହ୍ମପୁର )୧୮.୦୫.୨୦୨୨ : ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉସôବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରନôଗିରି ପର୍ବତ । ଉସôବମୁଖର…
ଅଧିକ ଖବର ପଢନ୍ତୁ » -
ଓଡିଶାରେ କରୋନା ; ଚିହ୍ନଟ ହେଲେ ୧୩ ପଜିଟିଭ୍
ସତ୍ୟଶିଖା( ଭୁବନେଶ୍ୱର)୧୮.୦୫.୨୦୨୨ : ରାଜ୍ୟରେ ଦିନକରେ ଆଉ ୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,ସଙ୍ଗରୋଧରୁ ୮,ସ୍ଥାନୀୟ…
ଅଧିକ ଖବର ପଢନ୍ତୁ » -
ବାପା କଟୁରୀ ଚୋଟରେ ପୁଅର ମୃତ୍ୟୁ
ସତ୍ୟଶିଖା( ଦେବଗଡ଼ )୧୮.୦୫.୨୦୨୨ : ମଦ୍ୟପ ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଆଦର୍ଶ ଥାନା…
ଅଧିକ ଖବର ପଢନ୍ତୁ » -
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ସତ୍ୟଶିଖା( ଭୁବନେଶ୍ୱର )୧୮.୦୫.୨୦୨୨ :ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ…
ଅଧିକ ଖବର ପଢନ୍ତୁ » -
ବଜ୍ରାଘାତରେ ପରିବାରର ଜଣଙ୍କ ମୃତ୍ୟୁ, ୭ ଆହତ
ସତ୍ୟଶିଖା (ଲମତାପୁଟ) ୧୭.୦୫.୨୦୨୨: ଲମତାପୁଟରେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ୭ ଜଣ ଆହତ ହୋଇଛନ୍ତି । ସିଲପଡା ଗାଁରେ ସମସ୍ତେ ଘରେ…
ଅଧିକ ଖବର ପଢନ୍ତୁ »









