ରାଜ୍ୟ
-
ଓଡ଼ିଶାରେ ସ୍ଥିତି ଭୟାବହ ହୋଇନି, କର୍ଫ୍ୟୁ ଭଳି ପରିସ୍ଥିତିର ଅନୁଭୂତି ରହିବା ଜରୁରୀ: ସରକାର
ଭୁବନେଶ୍ୱର(ସତ୍ୟଶିଖା): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ରାଜ୍ୟ ସରକାର…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଶଟ୍ ଡାଉନ୍
ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀରେ ୫ଟି ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ପୂରା ଭୁବନେଶ୍ୱର ମହାନଗର ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍…
ଅଧିକ ଖବର ପଢନ୍ତୁ » -
୪୮ ଘଣ୍ଟା ଶଟ୍ ଡାଉନ୍ର ରହସ୍ୟ ଖୋଲିଲେ ଡାକ୍ତର
କଟକ (ସତ୍ୟଶିଖା): କରୋନା ମୁକାବିଲା ପାଇଁ ଆଜି ଭୁବନେଶ୍ୱର, ଭଦ୍ରକ ଓ କଟକକୁ ୪୮ ଘଣ୍ଟା ଶଟ୍ ଡାଉନ କରି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି…
ଅଧିକ ଖବର ପଢନ୍ତୁ » -
ଗୀତ ଗାଇ କରୋନା ସମ୍ପର୍କରେ ସଚେତନ କରୁଛନ୍ତି ବର୍ଷା
ଯାଜପୁର(ଗୁଲାମ ଗସ୍): କରୋନାକୁ ନେଇ ସାରାଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଜାରି ରହିଛି। ଏଥିସହ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତ୍ୱ ରକ୍ଷା…
ଅଧିକ ଖବର ପଢନ୍ତୁ » -
ଡାକ୍ତର ଲଳିତ ବେହେରାଙ୍କ ଉପରୁ ହଟିଲା ନିଲମ୍ୱନ ଆଦେଶ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟ ବିଧାନସଭାର ଡିସ୍ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇଲେ ରାଜ୍ୟ ସରକାର। ତାଙ୍କୁ ପୁଣି ବିଧାନସଭାର ଡିସ୍ପେନସାରୀରେ ମେଡିକାଲ ଅଫିସର ଭାବେ…
ଅଧିକ ଖବର ପଢନ୍ତୁ » -
କଟକ ୪୮ ଘଣ୍ଟା ଶଟ୍ ଡାଉନ୍
କଟକ (ସତ୍ୟଶିଖା): ଆଜି କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ସହରକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରି ଦିଆଯାଇଛି। ଆଜି…
ଅଧିକ ଖବର ପଢନ୍ତୁ » -
ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଜି ଆଉ ଜଣେ କରୋନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ପଢନ୍ତୁ » -
ଔଷଧ ଦୋକାନକୁ ଛାଡ଼ି ସବୁ ବନ୍ଦ
ଭୁବନେଶ୍ୱର (ସତ୍ୟଶିଖା): ୪୮ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ସହରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱର, ଭଦ୍ରକ ୪୮ ଘଣ୍ଟା ପାଇଁ ପୂରା ଶଟ୍ ଡାଉନ୍
ଭୁବନେଶ୍ୱର (ସତ୍ୟଶିଖା): ଲକ୍ଡାଉନ୍ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍…
ଅଧିକ ଖବର ପଢନ୍ତୁ » -
ଭଞ୍ଜନଗରରେ ଭିନ୍ନ ଚିତ୍ର, କଟକଣା ସତ୍ତ୍ୱେ ଇଟାଭାଟିରେ କାମ କରୁଛନ୍ତି ଶ୍ରମିକ
ଭଞ୍ଜନଗର (ରାଜେଶ କୁମାର ପଣ୍ଡା): କରୋନାର ମୁକାବିଲା ଲାଗି ଘରେ ରହିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଭଞ୍ଜନଗରରେ ଦେଖିବାକୁ ମିଳୁଛି ଭିନ୍ନ…
ଅଧିକ ଖବର ପଢନ୍ତୁ »









