ରାଜନୀତି
-
ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କୋଭିଡ୍ ଗାଇଡଲାଇନର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ଆଉ ଓଡ଼ିଶା ସରକାରୀ କର୍ମଚାରୀ…
ଅଧିକ ଖବର ପଢନ୍ତୁ » -
ପୁଣି ଦିନ ଗଡ଼ାଇଲେ ମୁଖ୍ୟମନ୍ତ୍ରୀ: ଜନସେବା ଅଧିକାର ଆଇନ ଓ ‘ଫାଇଭ-ଟି’ ଫେଲ୍
ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟବାସୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ଜନସେବା ଅଧିକାର ଆଇନ-୨୦୧୨ ଓ ‘ଫାଇଭ-ଟି…
ଅଧିକ ଖବର ପଢନ୍ତୁ » -
ଆର୍ଥିକ କଟକଣାକୁ ନେଇ ସରକାରଙ୍କୁ ଘେରିଲେ ବିଜେପି-କଂଗ୍ରେସ ଓ ବାମଦଳ
ଭୁବନେଶ୍ୱର(ସତ୍ୟଶିଖା): କରୋନା ଜନିତ ପରିସ୍ଥିତି ଯୋଗୁ ରାଜ୍ୟରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲାଗୁ କରିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରସଙ୍ଗରେ ଆଜି ସ୍ପଷ୍ଟୀକରଣ ଦିଆଯିବା…
ଅଧିକ ଖବର ପଢନ୍ତୁ » -
ସ୍ୱର୍ଗଦ୍ୱାରରେ କଟକଣାକୁ ନେଇ ତେଜୁଛି ଅସନ୍ତୋଷ: ଜିଲ୍ଲାପାଳଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ
ପୁରୀ (ସତ୍ୟଶିଖା): ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ହେଉଛି ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର। ଯେଉଁଠି ଦିନରାତି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ ମୃତ ବ୍ୟକ୍ତିର…
ଅଧିକ ଖବର ପଢନ୍ତୁ » -
ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ଆଚରଣ ଓ ଉଚ୍ଚାରଣ ପାଇଁ ଏବେ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ…
ଅଧିକ ଖବର ପଢନ୍ତୁ » -
ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍
ଭୁବନେଶ୍ୱର(ସତ୍ୟଶିଖା): ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖୁବ୍ଶୀଘ୍ର ହୋଇପାରେ ଅଦଳବଦଳ। ପଞ୍ଚମ ଇନିଂସ୍ ପ୍ରଥମ ବର୍ଷ ପୂରିବା ପରେ ପାଓ୍ୱାର କରିଡରରେ ଏବେ ଏ ନେଇ ଜୋରଦାର୍ ଚର୍ଚ୍ଚା ।…
ଅଧିକ ଖବର ପଢନ୍ତୁ » -
ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା
ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ କୌଣସି ପ୍ରକାରର ବିକ୍ଷୋଭ, ଶୋଭାଯାତ୍ରା ଓ ସଭା ଇତ୍ୟାଦି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜାରି କଟକଣା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ବୋଲି…
ଅଧିକ ଖବର ପଢନ୍ତୁ » -
‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା
ଭୁବନେଶ୍ୱର(ସତ୍ୟଶିଖା): ଏଣିକି ‘ମୋ ସରକାର’ରେ କୋଭିଡ୍ ପରିଚାଳନା ସାମିଲ ହେବ। କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ…
ଅଧିକ ଖବର ପଢନ୍ତୁ » -
ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି
ଭୁବନେଶ୍ୱର(ସତ୍ୟଶିଖା): ବହୁକୋଟି ଟଙ୍କାର ସର୍ବସାଧାରଣ ଜମିକୁ ଘରୋଇ ସପିଂ ମଲ୍ ‘ଉତ୍କଳ ଗ୍ୟାଲେରିଆ’କୁ ଟେକି ଦେଇ ଆଇନଗତ ସୁରକ୍ଷା ଯୋଗାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ତୁରନ୍ତ…
ଅଧିକ ଖବର ପଢନ୍ତୁ » -
କ୍ୟାମେରା ସାମ୍ନାରେ କହିଲେନି, ଟ୍ୱିଟ୍ କରି କହିଲେ-ମାମଲା ପ୍ରାୟୋଜିତ
ଭୁବନେଶ୍ୱର(ସତ୍ୟଶିଖା) ତେଜୁଛି ଗାଇଡଲାଇନ ଭଙ୍ଗ ରାଜନୀତି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ହୋଇଛି।…
ଅଧିକ ଖବର ପଢନ୍ତୁ »









