ନ୍ୟୁଜ୍
-
ବସ୍ରେ ଲାଗିଲା ନିଆଁ
ସତ୍ୟଶିଖା (କଟକ) ୨୬/୧୧/୨୦୨୦ : ବସ୍ରେ ଲାଗିଲା ନିଆଁ । କଟକ ପାଲାମଣ୍ଡପ ସ୍ଥିତ ପୁରୀ ବସ୍ଷ୍ଟାଣ୍ଡରେ ବସ୍ରେ ନିଆଁ ଲାଗିଛି । ହଠାତ୍ ହୁତୁ ହୁତୁ…
ଅଧିକ ଖବର ପଢନ୍ତୁ » -
ପୁଲିସ-ମାଓବାଦୀ ଗୁଳିବିନିମୟ – ଜଣେ ମାଓବାଦୀ ମୃତ
ସତ୍ୟଶିଖା (ମାଲକାନଗିରି) ୨୬/୧୧/୨୦୨୦ : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି । ମୃତ ମାଓବାଦୀର…
ଅଧିକ ଖବର ପଢନ୍ତୁ » -
କମିଛି ପନିପରିବା ଦାମ୍ ପରବର୍ତୀ ସମୟରେ ଶସ୍ତା ହୋଇପାରେ
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଦୀପାବଳି ପୂର୍ବରୁ ପନିପରିବା ଦାମ ବୃଦ୍ଧି ପାଇଥିଲା ଯାହାର ପ୍ରଭାବ ଖୁଚୁରା ମୁଦ୍ରାସ୍ଫୀତି ଉପରେ ମଧ୍ୟ ପଡିଥିଲା । ଖୁଚୁରା ମୁଦ୍ରାସ୍ଫୀତି…
ଅଧିକ ଖବର ପଢନ୍ତୁ » -
କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାର ପ୍ରଥମାର୍ଦ୍ଧ ମୁଲତବୀ
ସତ୍ୟଶିଖା ୨୬/୧୧/୨୦୨୦ : ଷୋଡଶ ବିଧାନସଭା ପଂଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ‘ପରୀ’ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର…
ଅଧିକ ଖବର ପଢନ୍ତୁ » -
ଜରିମନା ଲାଗିଲା ଆମାଜନ ଉପରେ
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ବିବାଦରେ ପୁଣି ଆମାଜନ। ଚର୍ଚ୍ଚାରେ ପୁଣି ଇ-କମର୍ସ ଓ୍ୱେବସାଇଟ ଆମାଜନ । ଏଥରେ ଲାଗିଛି ଫାଇନ୍ର କଇଁଛି । ନିଜ ପ୍ଲାଟଫର୍ମରେ…
ଅଧିକ ଖବର ପଢନ୍ତୁ » -
ବଡ ଖବର ଚାକିରୀଆଙ୍କ ପାଇଁ
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଶ୍ରମ ମନ୍ତ୍ରାଳୟ ସଂସଦରେ ନୂଆ ଶ୍ରମ କୋଡ଼ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଡ୍ୟୁଟି ୧୨ ଘଣ୍ଟା…
ଅଧିକ ଖବର ପଢନ୍ତୁ » -
ଆଜି କରୋନା ନେଲା ୧୭ ଜୀବନ
ସତ୍ୟଶିଖା ୨୬/୧୧/୨୦୨୦ : ଆଜି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୦୪ରେ…
ଅଧିକ ଖବର ପଢନ୍ତୁ » -
ଫୁଟ୍ବଲ୍ କିମ୍ବଦନ୍ତୀ ମାରାଡୋନାଙ୍କ ପରଲୋକରେ ବଲିଉଡର ଶୋକ
ସତ୍ୟଶିଖା (ମୁମ୍ବାଇ) ୨୬/୧୧/୨୦୨୦ : ୨୦୨୦ମସିହାରେ ଅଶୁଭ ଖବର ବନ୍ଦ ହେବାର ନାଁ ନେଉନାହିଁ । ଏବର୍ଷ ଅନେକ ଦିଗ୍ଗଜଙ୍କ ପ୍ରାଣ ଯାଇଛି । ଏବେ ଆର୍ଜେଣ୍ଟିନାର…
ଅଧିକ ଖବର ପଢନ୍ତୁ » -
ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବଢୁଛି
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଗୋଟିଏ ଦିନ ପେଟ୍ରୋଲ ଓ ଡିଜେଲର ଦାମ୍ କମିବା ପରେ ପୁଣି ଥରେ ମୂଲ୍ୟ ବୃଦ୍ଧି ଘଟିଛି । ଆଇଓସିଏଲର ସୂଚନା…
ଅଧିକ ଖବର ପଢନ୍ତୁ » -
ନକଲି ନୋଟ୍ ଜବତ ବସ୍ ଷ୍ଟାଣ୍ଡରୁ
ସତ୍ୟଶିଖା (ଭୁବନେଶ୍ୱର) ୨୬/୧୧/୨୦୨୦ : କୋରାପୁଟରୁ ନକଲି ନୋଟ୍ ଜବତ । କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ନକଲି ନୋଟ୍ ଜବତ କରିଛି ।…
ଅଧିକ ଖବର ପଢନ୍ତୁ »









