ନ୍ୟୁଜ୍
-
ଟିକ୍ଟକ୍ ସମେତ ୫୯ଟି ଚୀନା ଆପ୍କୁ ସ୍ଥାୟୀ ଭାବେ ନିଷେଧ କରିବ ଭାରତ
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧: ଅତି ଲୋକପ୍ରିୟ ‘ଟିକ୍ଟକ୍’ ସମେତ ୫୯ଟି ଚୀନା ଆପ୍ ଉପରେ ସ୍ଥାୟୀ ନିଷେଧାଦେଶ ଲାଗୁ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର…
ଅଧିକ ଖବର ପଢନ୍ତୁ » -
ଶିକ୍ଷକ, ନାବାଳିକାଙ୍କୁ ଏକୁଟିଆ ପାଇ କଲେ ଦୁଷ୍କର୍ମ
ସତ୍ୟଶିଖା ୨୬/୦୧/୨୦୨୧ : ମଧ୍ୟପ୍ରଦେଶ ପନ୍ନାରେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ…
ଅଧିକ ଖବର ପଢନ୍ତୁ » -
କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ
ସତ୍ୟଶିଖା ୨୬/୦୧/୨୦୨୧ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର…
ଅଧିକ ଖବର ପଢନ୍ତୁ » -
ସାଧାରଣତନ୍ତ୍ର ଦିବସରେ ବାଲୁକାକଳାରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ସତ୍ୟଶିଖା ୨୬/୦୧/୨୦୨୧ : ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଆକର୍ଷଣୀୟ ବାଲୁକାକୃତୀ ଜରିଆରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ ।…
ଅଧିକ ଖବର ପଢନ୍ତୁ » -
ପାନାସୋନିକ୍ର ନୂଆ ସ୍ଵତନ୍ତ୍ର ଆଉଟ୍ଲେଟ୍
ସତ୍ୟଶିଖା (ଭୁବନେଶ୍ୱର) ୨୬/୦୧/୨୦୨୧ : ଜାପାନର ଅଗ୍ରଣୀ ଆପ୍ଲାଏନ୍ସେସ୍ ବ୍ରାଣ୍ଡ୍ ପାନାସୋନିକ୍ ପକ୍ଷରୁ ସହିଦନଗର ଠାରେ ନୂଆ ସ୍ଵତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଖୋଲାଯାଇଛି । ନୂଆ ଆଉଟ୍ଲେଟ୍କୁ…
ଅଧିକ ଖବର ପଢନ୍ତୁ » -
ରାଷ୍ଟ୍ରପତି ପୁଲିସ୍ ପଦକ ପାଇବେ ୨ ବରିଷ୍ଠ ପୁଲିସ୍ ଅଧିକାରୀ
ସତ୍ୟଶିଖା ୨୬/୦୧/୨୦୨୧ : ଚଳିତ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା…
ଅଧିକ ଖବର ପଢନ୍ତୁ » -
୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା: ୧୧୯ ଜଣ ହେବେ ସମ୍ମାନିତ
ସତ୍ୟଶିଖା ୨୬/୦୧/୨୦୨୧ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ…
ଅଧିକ ଖବର ପଢନ୍ତୁ » -
ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ହଟିବନି
ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ବର୍ତ୍ତମାନ ପ୍ରଚଳନରେ ଥିବା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର ହେବ ନାହିଁ ।…
ଅଧିକ ଖବର ପଢନ୍ତୁ » -
ଓଡ଼ିଶାର ଅନ୍ୱେଷ ଶୁଭମ୍ଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର
ସତ୍ୟଶିଖା (ଭୁବନେଶ୍ୱର) ୨୬/୦୧/୨୦୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି…
ଅଧିକ ଖବର ପଢନ୍ତୁ » -
ନବଜାତକର ମୃତଦେହ ନଦୀରେ ଭାସୁଛି
ସତ୍ୟଶିଖା (ଭଦ୍ରକ) ୨୬/୦୧/୨୦୨୧ : ନଦୀରେ ଭାସୁଛି ନବଜାତ ଶିଶୁ ପୁତ୍ରର ମୃତଦେହ । ଶାଢ଼ୀରେ ଘୋଡାଇ ପେଟି ଭିତରେ ପୁରାଇ କେହି ଶିଶୁ ପୁତ୍ରକୁ ନଦୀକୁ…
ଅଧିକ ଖବର ପଢନ୍ତୁ »









