ନ୍ୟୁଜ୍
-
ପିପିଲି ଉପ ନିର୍ବାଚନ ସ୍ଥଗିତ
ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି। ଉପ ନିର୍ବାଚନ ସ୍ଥଗିତ ନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ…
ଅଧିକ ଖବର ପଢନ୍ତୁ » -
ନୂଆପଡ଼ାରେ ୯ ଦିନ ବନ୍ଦ ରହିବ ସମସ୍ତ ଦୋକାନ
ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ କରୋନା। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି। ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ…
ଅଧିକ ଖବର ପଢନ୍ତୁ » -
ଆଖଣ୍ଡଳମଣି ମନ୍ଦିରରେ ଆଜିଠୁ ଦର୍ଶନ ବନ୍ଦ
ସତ୍ୟଶିଖା(ଭଦ୍ରକ) ୧୫.୦୪.୨୦୨୧: ଆରଡି ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ୧୭ ତାରିଖ ସନ୍ଧ୍ୟା ୬ଟା ଯାଏଁ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଯାଇପାରିବେ ନାହିଁ। ଜଣେ…
ଅଧିକ ଖବର ପଢନ୍ତୁ » -
ଦିନକରେ ୨ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା
ସତ୍ୟଶିଖା(ନୂଆଦିଲ୍ଲୀ) ୧୫.୦୪.୨୦୨୧: କରୋନା ଭାଇରସ ପାଇଁ ସାରା ଦେଶର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨…
ଅଧିକ ଖବର ପଢନ୍ତୁ » -
କମିଶନରେଟ ପୁଲିସ୍ କବଜାରେ ଠକେଇ ସାମ୍ରାଜ୍ୟର ସୌଦାଗର ତୃପ୍ତିରଞ୍ଜନ ଦାସ
ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟ। ଠକେଇ ସୌଦାଗର ସାଜି ଅର୍ଜନ କରୁଥିଲେ ପୁଳା ପୁଳା ଟଙ୍କା। ଧିରେ ଧିରେ ବଢ଼ିବାକୁ ଲାଗିଲା…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ୩ ହଜାର ନିକଟତର ହେଲା ଦୈନିକ କରୋନା ସଂକ୍ରମଣ
ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ରାଜ୍ୟରେ ତିନି ହଜାର ପାଖାପାଖି ହୋଇଛି ଦୈନିକ କରୋନା ସଂକ୍ରମଣ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ…
ଅଧିକ ଖବର ପଢନ୍ତୁ » -
ରମଜାନ ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
ସତ୍ୟଶିଖା(ଭୁବନେଶ୍ୱର) ୧୪.୦୪.୨୦୨୧: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଅର୍ଥାତ ବୁଧବାରଠାରୁ ଆରମ୍ଭ ହେଉଛି ରମଜାନ ମାସ। ତେଣୁ କଟକ ମହାନଗର ନିଗମ…
ଅଧିକ ଖବର ପଢନ୍ତୁ » -
ମାଲକାନଗିରି-ଛତିଶଗଡ ରାସ୍ତା ସିଲ୍ : ୩୦ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ
ସତ୍ୟଶିଖା( ମାଲକାନଗିରି ) ୧୪.୦୪.୨୦୨୧: ଛତିଶଗଡରେ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାନ୍ତ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି।…
ଅଧିକ ଖବର ପଢନ୍ତୁ » -
କୋଭିଡ୍ ନିୟମ ଉଲଂଘନ ମାମଲାରେ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
ସତ୍ୟଶିଖା(ଭୁବନେଶ୍ୱର) ୧୪.୦୪.୨୦୨୧: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । କୋଭିଡ୍ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ…
ଅଧିକ ଖବର ପଢନ୍ତୁ » -
ଭୀମସାରରେ କରୋନା ସ୍ଥିତି ସମୀକ୍ଷା
ସତ୍ୟଶିଖା( ସମ୍ୱଲପୁର) ୧୪.୦୪.୨୦୨୧: ସମ୍ୱଲପୁର ଭୀମସାରରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମୀକ୍ଷା ପରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
ଅଧିକ ଖବର ପଢନ୍ତୁ »









