ନ୍ୟୁଜ୍
-
ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଆଜି ବିନା ଟିକେଟରେ ବୁଲିପାରିବେ ଐତିହ୍ୟ ସ୍ଥଳ
ସତ୍ୟଶିଖା(ଭୁବନେଶ୍ୱର )୧୯.୧୧.୨୦୨୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା…
ଅଧିକ ଖବର ପଢନ୍ତୁ » -
ପଦ୍ମପୁର ଉପନିର୍ବାଚନ; ଆଜି ହେବ ନାମାଙ୍କନ ଯାଞ୍ଚ
ସତ୍ୟଶିଖା(ବରଗଡ଼ )୧୮.୧୧.୨୦୨୨: ପଦ୍ମପୁର ଉପ ନିର୍ବାଚନ ପାଇଁ ଗତକାଲି ହାଇଭୋଲଟେଜ୍ ଡ୍ରାମା ଭିତରେ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସେମାନଙ୍କ ନାମାଙ୍କନ ଯାଞ୍ଚ…
ଅଧିକ ଖବର ପଢନ୍ତୁ » -
ଥରାଉଛି ଶୀତ, ୨୧ରୁ ଭିଜିବ ଓଡ଼ିଶା
ସତ୍ୟଶିଖା(ଭୁବନେଶ୍ୱର )୧୮.୧୧.୨୦୨୨: ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢ଼ିବାରେ ଲାଗିଛି ଶୀତର କୋପ। ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା…
ଅଧିକ ଖବର ପଢନ୍ତୁ » -
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଇଏମଡି ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ଯୋଗ ପରେ ପିଅନ୍ତୁ ଏହି ଡ଼୍ରିଙ୍କସ
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ଅନେକ ଲୋକ ଯୋଗ କିମ୍ୱା ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ପାଇବା ପାଇଁ ଅନେକ ଡ୍ରିଙ୍କ ପିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ…
ଅଧିକ ଖବର ପଢନ୍ତୁ » -
ଶରୀର ପାଇଁ ଉପକାରୀ ଲୁଣ
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ। ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। କାରଣ ଅଧିକ ଲୁଣ ଖାଇଲେ ଉଚ୍ଚ…
ଅଧିକ ଖବର ପଢନ୍ତୁ » -
ଛଣା ତେଲକୁ ଉପଯୋଗ କରିବା କେମିତି, ଜାଣିଛନ୍ତି କି?
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ପୁରୀ, ବରା, ପକୁଡି ଛଣା ପରେ ବଳକା ତେଲରେ ରାନ୍ଧିବାକୁ ପ୍ରାୟ କେହି ପସନ୍ଦ କରନ୍ତିନି । ଖାଦ୍ୟ ବିଶେଷଜ୍ଞ ମଧ୍ୟ ପରାମର୍ଶ ଦେଇଛନ୍ତି…
ଅଧିକ ଖବର ପଢନ୍ତୁ » -
ଆଜି ମାଣବସା ଗୁରୁବାର
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ଏଠି ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡ଼ିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର…
ଅଧିକ ଖବର ପଢନ୍ତୁ » -
ଫୋପାଡ଼ି ଦେଉଛନ୍ତି କି ଅଣ୍ଡାସିଝା ପାଣି ?
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ…
ଅଧିକ ଖବର ପଢନ୍ତୁ » -
ରାଜଧାନୀର ପ୍ରତ୍ୟେକ ସ୍କୁଲରେ ପଢ଼ାଯିବ ସାଇବର ପାଠ
ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ନୂଆ ପ୍ରୟାସ ଆରମ୍ଭ କରିଛି…
ଅଧିକ ଖବର ପଢନ୍ତୁ »









