ନ୍ୟୁଜ୍
-
ନା ଅଛି ରାସ୍ତା, ନା ମିଳୁଛି ମୌଳିକ ସୁବିଧା
ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ବଣଜଙ୍ଗଲ, ଖାଲଖମା ରାସ୍ତା, ଅପହଞ୍ଚ ଇଲାକା। ଯୁଆଡେ ଦେଖିବେ କେବଳ ଜଙ୍ଗଲ ଆଉ ଜଙ୍ଗଲ। ଗାଁକୁ ଯିବାକୁ ବି ନା ଅଛି…
ଅଧିକ ଖବର ପଢନ୍ତୁ » -
ନିଜସ୍ୱ ଅଙ୍ଗନବାଡି କେନ୍ଦ୍ରରେ ପଡିଛି ତାଲା
ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଉଦଳା ବ୍ଲକ କୁଟଲିଂ ଅଙ୍ଗନବାଡି କେନ୍ଦ୍ର। ଘର ସାମ୍ନାରେ ରହିଛି ଘର ତିଆରି ପଟ୍ଟା । ହେଲେ କୁନିକୁନି ଛାତ୍ରଛାତ୍ରୀ ପଢୁଛନ୍ତି…
ଅଧିକ ଖବର ପଢନ୍ତୁ » -
ପ୍ରବାସୀ ଓଡିଆଙ୍କୁ ଭେଟି ଓଡିଶାକୁ ବଡ କରିବାକୁ ଦେଲେ ଆହ୍ୱାନ
ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୟୁଏଇ ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ଗତକାଲି ଆବୁଧାବୀରେ ପ୍ରବାସୀ ଓଡ଼ିଆଙ୍କୁ…
ଅଧିକ ଖବର ପଢନ୍ତୁ » -
କୋର୍ଟ ଡରରେ ଅସୁସ୍ଥ ଡ୍ରାମା
ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ମାହାଙ୍ଗା ଡବଲ ମର୍ଡର ଫଶିଥିବା ପ୍ରତାପ ଜେନା ଅସୁସ୍ଥ ହେବା କଥା ସତ ନା ମିଛ। କଣ ହୋଇଛି ପ୍ରତାପଙ୍କୁ ,…
ଅଧିକ ଖବର ପଢନ୍ତୁ » -
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର
ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ପୁରୀର ପୂର୍ବତନ ବିଧାୟକ ଆଇନମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି। ଗତ 31 ତାରିଖରେ ତିନିତିନୋଟି କାର୍ଯ୍ୟକ୍ରମରେ ଯୋଗଦେଇ…
ଅଧିକ ଖବର ପଢନ୍ତୁ » -
ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ
ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମାତ୍ର…
ଅଧିକ ଖବର ପଢନ୍ତୁ » -
କେନ୍ଦ୍ରାପଡ଼ା ଗଣଦୁଷ୍କର୍ମକାରୀଙ୍କ ସୁରକ୍ଷାରେ ବିଜେଡି !
ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : କେନ୍ଦ୍ରାପଡା କୁଦାନଗରୀ ନାବାଳିକା କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ମହିଳା ମୋର୍ଚ୍ଚା…
ଅଧିକ ଖବର ପଢନ୍ତୁ » -
ଠକେଇ ର ନୂଆ ଫଣ୍ଡା
ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ଅନୁଗୁଳ ଜିଲ୍ଲାର ସୌମ୍ୟରଞ୍ଜନ ପ୍ରଧାନ ଓରଫ ଲକି ଓରଫ ସୁଲଗ୍ନା । ନାଁ ଅନେକ କିନ୍ତୁ କାମ ଗୋଟିଏ । ତାହା…
ଅଧିକ ଖବର ପଢନ୍ତୁ » -
ସମ୍ର ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ
ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା…
ଅଧିକ ଖବର ପଢନ୍ତୁ »









